10 “ଗର୍ ବାନ୍ଦ୍ବା ଲକ୍ମନ୍ ଜନ୍ ପାକ୍ନା ନଏଁ ବଲି ଚାଡ୍ଲାଇ, ସେ ପାକ୍ନା ମୁକିଆ ପାକ୍ନା ଅଇଲା ବଲିକରି ତମେ ପର୍ମେସରର୍ ବଇତେଇ ପଡାସ୍ ନାଇ କି ?”
ଜିସୁ ସେମନ୍କେ କଇଲା, “ଦିନେକ୍ ଦାଉଦ୍ ଆରି ତାର୍ ସଙ୍ଗ୍ ରଇଲା ଲକ୍ମନ୍ ବୁକେ ରଇଲା ବେଲେ, ଦାଉଦ୍ କାଇଟା କରି ରଇଲା, ତମେ ସାସ୍ତରେ ପଡାସ୍ ନାଇ କି ?
ଜିସୁ କଇଲା, “ସାସ୍ତରେ ପଡାସ୍ ନାଇ କି ? ଆଦିପୁର୍ବେ ପର୍ମେସର୍ ନର୍ ଲକ୍କେ ମୁନୁସ୍ ଆରି ମାଇଜି କରି ତିଆର୍ କଲା ।
ସେମନ୍ ଜିସୁକେ ପାଚାର୍ଲାଇ, “ଏମନ୍ କାଇବଲି କଇଲାଇନି ତୁଇ ସୁନି ପାର୍ଲୁସ୍ନି ?” ଜିସୁ କଇଲା, “ଉଁ ସୁନ୍ଲିନି । ଦରମ୍ ସାସ୍ତରେ କାଇ ଏ କାତା ପଡାସ୍ ନାଇ କି ? ‘ତମେ ପିଲାମନ୍କେ ଆରି କଅଁଲା ପିଲାମନ୍କେ ଟିକ୍ ଇସାବେ ଆରାଦନା କର୍ବାକେ’ ସିକାଇଆଚାସ୍ ?”
ଜିସୁ ସେମନ୍କେ କଇଲା, “ଏ ସାସ୍ତରର୍ କାତା କାଇ କେବେ ତମେ ପଡାସ୍ ନାଇ କି ? “ଗର୍ବାନ୍ଦୁମନ୍ ଜନ୍ ପାକ୍ନା ଲଡାକେ ନ ଅଏ ବଲି ଚାଡିଦେଇ ରଇଲାଇ, ସେଟାସେ ଗର୍ କନର୍ ମୁକିଅ ପାକ୍ନା ଅଇଲା । ନିଜେ ମାପ୍ରୁଆକା ଏଟା କଲା ଆଚେ । ତାର୍ କାମ୍ କେତେକ୍ କାବାଅଇଜିବା କାମ୍ !”
ମଲା ଲକ୍ମନ୍ ଆରି ତରେକ୍ ଉଟ୍ବା ବିସଇ, ପରମେସର୍ ଜନ୍ଟା କଇଲା ଆଚେ, ତମେ କାଇ ସାସ୍ତରେ କେବେ ପଡାସ୍ ନାଇ କି ?
ମଲାଟାନେଅନି ଉଟ୍ବା ବିସଇ ମସା ଲେକ୍ଲା ବଇଟାନେ ପଡାସ୍ ନାଇ କି ? ପର୍ମେସର୍ ଜଇଲାଗ୍ବା ବୁଟାଇ ମସାକେ ଦେକାଇରଇଲାଜେ, ‘ମୁଇ ଅବ୍ରାଆମର୍, ଇସାକର୍ ଆରି ଜାକୁବର୍ ପର୍ମେସର୍ ।’ ବଲି କଇଲାଟା, ଲେକା ଅଇଲାଆଚେ । ମାତର୍ ଏ ଲକ୍ମନ୍ ସବୁ ମରିଗାଲାଇ ଆଚତ୍ ।
ଏ କାତାନି କଇସାରାଇଲା ପଚେ, ଜିସୁ ସେମନ୍କେ ପାଚାର୍ଲା, “ଏନ୍ତି ବଇଲେ ଅଙ୍ଗୁର୍ ବାଡର୍ ସାଉକାର୍ କାଇଟା କର୍ସି ? ସେ ଆସିକରି ଚାସିମନ୍କେ ମର୍ତେ ମାର୍ସି । ଆରି ଅଙ୍ଗୁର୍ ବାଡ୍ ବିନ୍ ଲକ୍ମନ୍କେ ଆଦିବାଗ୍ କର୍ବାକେ ଦେଇସି ।
“ମାତର୍ ତମେ ଜେଡେବେଲା କେ ମନ୍ ନ କର୍ବାଟା ଆରି ନାସ୍ ଅଇବା ଦିନ୍ସୁ ଜନ୍ଟାକି ସୁକଲ୍ ଜାଗାଇ ସଙ୍ଗଇବାର୍ ନଏଁ, ସେ ଜାଗାଇ ସଙ୍ଗଇବାଟା ଦେକ୍ଲେ, ତମେ ସେ ଜାଗାଇଅନି ପାଲାଇବାର୍ ଆଚେ । ଏ ବିସଇ ପଡ୍ବା ଲକ୍ମନ୍, ତମେ ଏ କାତା ବୁଜା । ସେବେଲେ ଜନ୍ ଲକ୍ମନ୍ ଜିଉଦା ରାଇଜେ ରଇବାଇ, ସେମନ୍ ଡଙ୍ଗ୍ରେ ପାଲାଅତ୍ ।
ଜିସୁ ସେମନ୍କେ କଇଲା, “ଆମର୍ ଡାକ୍ପୁଟା ଆନିଦାଦି ଦାଉଦର୍ ଅବାବ୍ ବେଲେ, ସେ ଆରି ତାର୍ ସଙ୍ଗ୍ର୍ ଲକ୍ମନ୍ ବୁକେ ରଇଲାଇ, ସେଡ୍କିବେଲେ ସେ କାଇଟା କରି ରଇଲା, ସେଟା କାଇ ତମେ କେବେ ପଡାସ୍ ନାଇ କି ?
ଜିସୁ ସେମନ୍କେ କଇଲା, “ଦାଉଦ୍ ଆରି ତାର୍ ସଙ୍ଗର୍ ଲକ୍ମନ୍ ବୁକେ ରଇଲାବେଲେ, ଦାଉଦ୍ କାଇଟା କରିରଇଲା, ସେଟା କାଇ ତମେ ପଡାସ୍ ନାଇ କି ?
ଜେନ୍ତିକି ସାସ୍ତରେ ଲେକାଆଚେ, ଦେକା ଆମେ ସିୟନେ ଗଟେକ୍ ବାଦାପାକାଇବା ପାକ୍ନା ଆରି ଅଟ୍କାଇବା ରାଙ୍ଗ୍ନିପାକ୍ନା ସଙ୍ଗଇଲୁ ଆଚୁ, ତେଇ ଲକ୍ମନ୍ ଜଟିଆଇ ଅଇ ଅଦର୍ବାଇ । ମାତର୍ ଜେ ତାକେ ବିସ୍ବାସ୍ କର୍ସି, ସେ କେବେ ମୁର୍ମୁରା ନ ଅଏ ।