3 ଜଦି କେ ତମ୍କେ କାଇକେ ମେଲିକରି ନେଲାସ୍ନି ? ବଲି ପାଚାର୍ଲେ, ମାପ୍ରୁକେ ଦର୍କାର୍ ଆଚେ ଆରି ସେ ତମ୍କେ ଦାପ୍ରେସେ ବାଉଡାଇଦେଇସି । ବଲି ସେମନ୍ ଜିବା ଆଗ୍ତୁ ସେମନ୍କେ ପାଟାଇଦେଲା ।
ତମେ ଆମର୍ ମୁଆଟେ ରଇଲା ଗାଏଁ ଜା । ତମେ ଗାଉଁ ବିତ୍ରେ ଜିବାବେଲେ, ଗଟେକ୍ ଗଦ ପିଲା ବାନ୍ଦିରଇଲାଟା ଦେକ୍ସା । ସେ ଗଦ ପିଲାର୍ ଉପ୍ରେ ଏବେଜାକ କେ ମିସା ଚଗତ୍ ନାଇ । ତାକେ ମେଲିକରି ମର୍ଲଗେ ଦାରିଆସା ।
ସେ ଗାଏଁ ଗାଲାଇ ଜେ ଗଟେକ୍ ଗରର୍ ଡାଣ୍ଡର୍ ଡିଆଗଡିଲଗେ ଗଦ ପିଲା ବାନ୍ଦିଅଇ ରଇଲାଟା ଦେକିକରି ତାକେ ଜାଇ ମେଲ୍ଲାଇ ।
ସେ ଗରର୍ ସାଉକାର୍ ତମ୍କେ ଗର୍ ଉପ୍ରେ ରଇବା ନିମାନ୍ ସଜାଇଅଇରଇଲା ଗଟେକ୍ ବଡ୍ଟା ବାକ୍ରା ଦେକାଇଦେଇସି । ତେଇ ଆମର୍ପାଇ କାଇବା କାଦି ତିଆର୍କରା ।” ବଲି ପାଟାଇଲା ।
ଆରି ସେମନ୍ ପାର୍ତନା କଲାଇ, “ମାପ୍ରୁ ତମେତା ସବୁ ଲକର୍ ମନର୍ କାତା ଜାନାସ୍ । ଜିଉଦା ଜନ୍ ଜାଗାଇ ରଇବାର୍ରଇଲା, ଟିକ୍ ତେଇ ଉଟିଗାଲା । ପଚେ ତାର୍ ଜାଗାଇ ତମେ ବାଚିରଇବା ଲକ୍, ଏ ଦୁଇ ଲକର୍ ବିତ୍ରେ ଅନି କେ ଅଇରଇସି ?
ଇସ୍ରାଏଲିଅ ମନର୍ ଲଗେ ପର୍ମେସର୍ ଜନ୍ କବର୍ ପାଟାଇରଇଲା, ସେଟା ତୁଇ ଜାନିଆଚୁସ୍ । ଜିସୁ କିରିସ୍ଟ ଜେ କି ସବୁର୍ ମାପ୍ରୁ, ସେ କରିରଇବା କାମେଅନି ସବୁଲକ୍ମନ୍ ସାନ୍ତିସଙ୍ଗ୍ ମିସ୍ବାଇ, ବଲି ପର୍ମେସର୍ ଆମ୍କେ ଜାନାଇଲାଆଚେ ।
ଆମେ ତାର୍ ପାଇ କାମ୍ କରି ତାକେ ଦେଇପାର୍ବୁ ପାରା କାଇଟା ମିସା ସେ ମନ୍ କରେ ନାଇ । କାଇକେବଇଲେ ସେ ସବୁକେ ଜିବନ୍, ପବନ୍ ଆରି ସବୁ ଦର୍କାର୍ ରଇଲାଟା ଦେଲାଆଚେ ।
ଆମର୍ ମାପ୍ରୁ ଜିସୁକିରିସ୍ଟ ଜିବନ୍ ଦୁକାଇ ଅଇଲା ବିସଇ ତମେ ଜାନିଆଚାସ୍ । ସର୍ଗେ ସେ ବେସି ସାଉକାର୍ ଅଇରଇଲେ ମିସା ସେ ନିଜେ ଅର୍କିତ୍ ଅଇଆଇଲା । ଜେନ୍ତି କି ତାର୍ଲାଗି ତମେ ସାଉକାର୍ ଅଇସା ।