29 ମାତର୍ ଜିସୁ ସେମନ୍କେ କଇଲା, “ମୁଇ ମିସା ତମ୍କେ ଏକାଇ ଗଟେକ୍ ସେ ପର୍ସନ୍ ପାଚାର୍ବି, ସେ ପର୍ସନର୍ ଉତର୍ ତମେ କଇଲେ, ମୁଇ ଏ ସବୁ କାମ୍ କନ୍ ଅଦିକାରେ କଲିନି, ସେଟା ତମ୍କେ କଇବି ।
ଜିସୁ କଇଲା, “ମୁଇ ମିସା ତମ୍କେ ଏକାଇ ଗଟେକ୍ ସେ ପର୍ସନ୍ ପାଚାର୍ବି । ତାର୍ ଉତର୍ ଦେଇ ପାର୍ଲେ ମୁଇ କାଇ ଅଦିକାରେ ଏ ସବୁ କାମ୍ କଲିନି, ତମ୍କେ କଇଦେବି ।
“ତୁଇ କାଇ ଅଦିକାରେ ଏ ସବୁ କାମ୍ମନ୍ କଲୁସ୍ନି ? ଆରି ଏ ସବୁ କାମ୍ମନ୍ କର୍ବାକେ ତକେ କେ ଅଦିକାର୍ ଦେଲାଆଚେ ?”
ଜଅନ୍ ଡୁବନ୍ ଦେବା ଅଦିକାର୍ ସରଗର୍ ପର୍ମେସରର୍ଟାନେଅନି ଆସିରଇଲା କି ଲକ୍ମନର୍ ଟାନେଅନି ଆସିରଇଲା ? ଏଟା ମକେ କୁଆ ।” ବଲି କଇଲା ।