ମାର୍କ 11:15 - ସତିଅର୍ ବାଟ୍ ନୁଆ ନିୟମ୍ 202015 ତାର୍ପଚେ ଜିସୁ ଜିରୁସାଲାମର୍ ଗଡେ ଜାଇ, ମନ୍ଦିରେ ପୁରିକରି ତେଇ ଗେନାବିକା କର୍ବା ଲକ୍ମନ୍କେ ଡାଣ୍ଡେ ବାର୍କରାଇଦେଲା । ବିନ୍ ଦେସର୍ ଡାବୁ ବାଦ୍ଲାଇବା ଲକ୍ମନର୍ ଟେବୁଲ୍ ଆରି ବିରୁ କର୍ବା ପରୁଆ ବିକ୍ବା ଲକ୍ମନର୍ ବସ୍ବା ପିଡା ପାସ୍ଲାଇ ପାକାଇଲା । အခန်းကိုကြည့်ပါ။ |