12 ତାର୍ ଆର୍କର୍ ଦିନେ ଜିସୁ ଆରି ତାର୍ ସିସ୍ମନ୍ ବେତ୍ନିଆଇଅନି ଜିରୁସାଲାମ୍ ଆଇବାବେଲେ ଜିସୁକେ ବେସି ବୁକ୍ କଲା ।
ଜିସୁ ଚାଲିସ୍ ଦିନ୍ ଚାଲିସ୍ ରାତି ଉପାସ୍ ରଇକରି ବିତାଇଲା ପଚେ, ତାକେ ବେସି ବୁକ୍ କଲା ।
ଜିସୁ ଦୁରିକେ ଅନି ବେସି ପତର୍ ରଇବା ଗଟେକ୍ ଡୁମ୍ରିଗଚ୍ ଦେକ୍ଲା । ଆରି ସେ ଗଚେ କେତେଟା ପଲ୍ ଦାରିରଇସି ବଲି ବାବିକରି ଗଚ୍ବୁନ୍ଦେ ଗାଲା । ମାତର୍ ଗଚ୍ଲଗେ ଜାଇକରି ଦେକ୍ଲାଜେ, ଗଟେକ୍ ମିସା ପଲ୍ ମିଲେ ନାଇ । କାଇକେବଇଲେ, ସେଟା ଡୁମ୍ରିପଲ୍ ଦାର୍ବା ଦିନ୍ ନ ରଇଲା ।
ତାର୍ ଆର୍କର୍ ଦିନର୍ ସାକାଲେ ବାଉଡି ଆଇବାବେଲେ, ଏଦେ ଦେକା ! ସେ ଡୁମ୍ରିଗଚ୍ ବୁନ୍ଦେଅନି ଟିପେଜାକ ସୁକି ଜାଇରଇଲାଟା ଦେକ୍ଲାଇ ।
ସର୍ତେ ଦିନ୍ ସାର୍ଲା ପଚେ ସେ ବୁକ୍କେ ବାୟାଚୁରା ଅଇଗାଲା ।
ଏତ୍କି ବିତ୍ରେ ଜିସୁ ସବୁ ବିସଇ ପୁରାପୁରୁନ୍ ଅଇଲାଟା ଜାନିପାର୍ଲା, ମାତର୍ ସାସ୍ତରର୍ ବବିସତ୍ କାତା ପୁରା କର୍ବାପାଇ ସେ କଇଲା “ମକେ ସସ୍ କଲାନି ।”
ତେବର୍ ପାଇ ସେଟା ଦର୍କାର୍ ରଇଲା ଜେ ଆମେ ଜନ୍ଲକ୍ମନ୍କି ତାର୍ ବାଇବଇନି ଅଇଲୁଆଚୁ, ସେ ସମାନ୍ ଆମର୍ ପାରା ଅଇରଇବାକେ । ସେନ୍ତାର୍ ଆଲେ ସେ ଆମର୍ ପର୍ମେସର୍ ଟାନେ ରଇବା ସତ୍ସଙ୍ଗ୍ ଆରି ଦୟାସଙ୍ଗ୍ ରଇବା ବଡ୍ ପୁଜାରି । ସେ ଆମର୍ ବଡ୍ ପୁଜାରି ଅଇଲାକେ ଆମର୍ ପାପର୍ କେମା ଅଇଲା ।