44 ଜଦି କେ ତମର୍ ବିତ୍ରେ ଅନି ପର୍ମେସରର୍ ମୁଆଟେ ମୁକିଅ ଲକ୍ ଅଇବାକେ ମନ୍ କଲାନି ବଇଲେ, ସେ ଗଟେକ୍ ଗେନ୍ଲା ଗତିଦାଙ୍ଗ୍ଡା ପାରା ସେବା କର ।
କେ ଜଦି ତମର୍ସଙ୍ଗ୍ ବିରଦ୍ କରି ବିଚାର୍ ଲଗେ ଦାବିକରି ତମର୍ କାମିଜ୍ ନେବାକେ ମନ୍ କର୍ସି, ତାକେ ଚାଦର୍ ମିସା ଦେଇ ପାକାଆ ।
ମାତର୍ ତମର୍ ବିତ୍ରେ ଏନ୍ତି ନ ରଇକରି ବିନ୍ବାବେ ରଇବାର୍ ଆଚେ । ତମର୍ ବିତ୍ରେଅନି କେ ବଡ୍ ଲକ୍ ପାରା ଦେକାଇଅଇବାକେ ମନ୍ କଲାନି ବଇଲେ, ସେ ତମର୍ ସବୁ ଲକର୍ ଗଟେକ୍ ଗତିଦାଙ୍ଗ୍ଡା ପାରା ରଅ ।
କାଇକେ ବଇଲେ ପର୍ମେସର୍ଟାନେଅନି ଆସିରଇବା ନର୍ପିଲା ମୁଇ, ବିନ୍ ଲକ୍ମନର୍ଟାନେଅନି ମକେ ସେବା ମିଲ ବଲି ଆସି ନାଇ, ମାତର୍ ସେବା କର୍ବାକେ ଆସି ଆଚି । ଆରି ମୁଇ ଜିବନ୍ ଦେବାର୍ ଲାଗି, ବେସି ଲକ୍ ଦସି ବଲି ଏଜାଇ ନ ଅଇ, ପାପେଅନି ରକିଆ ପାଇବାଇ ।”
ଜିସୁ ବସ୍ଲା ଆରି ତାର୍ ବାର୍ଟା ସିସ୍ମନ୍କେ ତାର୍ଲଗେ ଡାକାଇ ସେମନ୍କେ କଇଲା, “ଜଦି କେ ମୁକିଆ ଅଇବାକେ ମନ୍ କଲେ, ସେ ସବୁର୍ଟାନେଅନି ସାନ୍ ଅଇବାର୍ ଆଚେ, ଆରି ସବୁଲକର୍ ସେବା କର୍ବାର୍ ଆଚେ ।”
ତାର୍ ବାଦୁଲେ ସେ ନିଜେ ମନ୍କରି, ତାକେ ରଇଲା ସବୁଟା ଚାଡିଦେଇ ଗଟେକ୍ ଗତିଦାଙ୍ଗ୍ଡାର୍ ରୁପ୍ ଦାରିଆଇଲା । ନର୍ ଲକ୍ ପାରା ଅଇକରି ନର୍ ଲକର୍ ବାନିମୁର୍ତି ଦାରି ଜାତ୍ଅଇଲା ।