ମାର୍କ 10:42 - ସତିଅର୍ ବାଟ୍ ନୁଆ ନିୟମ୍ 202042 ମାତର୍ ଜିସୁ ତାର୍ ସିସ୍ମନ୍କେ ଗଟେକ୍ଟାନେ ଡାକି କରି ସେମନ୍କେ କଇଲା, “ଏ ଦୁନିଆର୍ ରାଜାମନ୍ ଆରି ନେତାମନ୍ ଲକ୍ମନ୍କେ ନିଜର୍ ଅଦିକାରେ ରକ୍ବାକେ ମନ୍ କର୍ବାଇ । ଆରି ସର୍କାର୍ ମିସା ତାକର୍ ତଲେ ରଇଲା ଲକ୍ମନ୍କେ ନିଜର୍ ଅଦିକାରେ ରକି ରଇବାକେ ମନ୍ କର୍ବାଇ । ଏ ବିସଇ ତମେ ଜାନିଆଚାସ୍ । အခန်းကိုကြည့်ပါ။ |