41 ଜାକୁବ୍ ଆରି ଜଅନ୍ କଇଲା କାତା ବିନ୍ ସିସ୍ମନ୍ ଜେଡେବେଲ୍ ସୁନ୍ଲାଇ, ଜାକୁବ୍ ଆରି ଜଅନ୍କେ ବେସି ରିସା ଅଇଗାଲାଇ ।
ବିନ୍ ସିସ୍ମନ୍ ଜେଡେବେଲ୍ ଏ କାତା ସୁନ୍ଲାଇ, ସେ ଦୁଇ ବାଇର୍ ଲାଗି ବେସି ରିସା ଅଇଗାଲାଇ ।
ମାତର୍ ଜିସୁ ତାର୍ ସିସ୍ମନ୍କେ ଗଟେକ୍ଟାନେ ଡାକି କରି ସେମନ୍କେ କଇଲା, “ଏ ଦୁନିଆର୍ ରାଜାମନ୍ ଆରି ନେତାମନ୍ ଲକ୍ମନ୍କେ ନିଜର୍ ଅଦିକାରେ ରକ୍ବାକେ ମନ୍ କର୍ବାଇ । ଆରି ସର୍କାର୍ ମିସା ତାକର୍ ତଲେ ରଇଲା ଲକ୍ମନ୍କେ ନିଜର୍ ଅଦିକାରେ ରକି ରଇବାକେ ମନ୍ କର୍ବାଇ । ଏ ବିସଇ ତମେ ଜାନିଆଚାସ୍ ।
ତାର୍ ପଚେ ସେମନର୍ ବିତ୍ରେଅନି କେ ବଡ୍ ବଲି ଦଦାପେଲା ଅଇଲାଇ ।
ଜିସୁ ସେମନ୍କେ କଇଲା, “ଏ ଦୁନିଆର୍ ରାଜାମନ୍ ସେମନର୍ ଲକ୍ମନ୍କେ ନିଜର୍ ଅଦିକାର୍ ଦେକାଇ ସାସନ୍ କର୍ବାଇ । ଆରି ସେମନ୍, ଆମେ ଲକ୍ମନ୍କେ ଦରମ୍ କର୍ବା ଲକ୍ ବଲି ଡାକ୍ପୁଟା ଅଇବାଇ ।
ତମେ କିରିସ୍ଟର୍ଟାନେ ବାଇବଇନି ଅଇଲାର୍ ପାଇ, ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରି ସନ୍ମାନ୍ କରା ।
ବିନ୍ ଲକ୍ମନର୍ ଟାନେଅନି ନିଜେ ବଡ୍ ଅଇବାକେ ଚେସ୍ଟା କରାନାଇ । ଅବ୍କା ବଡ୍ପନ୍ କାତା କଇବାକେ କାଇ ବିସଇ ମିସା କରାନାଇ । ତାର୍ ବାଦୁଲେ ନିଜ୍କେ ସାନ୍ କରା । ବିନ୍ ଲକର୍ ଟାନେଅନି, ନିଜେ ମୁଇ ବଡ୍ ବଲି ବାବାନାଇ ।
ତମେ ଦରମ୍ ସାସ୍ତରେ ଲେକାଅଇରଇବା ଏ ବାକିଅ ଚୁଚାଇ ବଲିକରି ବାବ୍ଲାସ୍ନି କି ? ପର୍ମେସର୍ ଜନ୍ ଆତ୍ମାକେ ଆମର୍ ବିତ୍ରେ ବାସାଅଇରଇବାକେ ଦେଲାଆଚେ, ସେ ଆମ୍କେ ପୁରାପୁରୁନ୍ ଅଦିକାର୍ କର୍ବାକେ ମନ୍ କଲାନି ।