ମାର୍କ 10:39 - ସତିଅର୍ ବାଟ୍ ନୁଆ ନିୟମ୍ 202039 ସେମନ୍ ଜିସୁକେ କଇଲାଇ, “ଉଁ ଆମେ ପାର୍ବୁ ।” ଜିସୁ ସେମନ୍କେ କଇଲା, “ଏଟା ସତ୍ସେ । ମୁଇ ଜନ୍ ମୁତାର୍ ଦୁକ୍କସ୍ଟ ପାଇବି ଆରି ଜନ୍ ଡୁବନ୍ ନେବି ତମେମିସା ସେ ମୁତାର୍ ଦୁକ୍ କସ୍ଟ ଆରି ଡୁବନ୍ ପାଇସା । အခန်းကိုကြည့်ပါ။ |
“ମୁଇ ଜଅନ୍, ତମର୍ ବିସ୍ବାସର୍ ଲାଗି ବାଇ ଅଇଲିଆଚି । ଜିସୁର୍ ସଙ୍ଗ୍ ଆମେ ମିସିଆଚୁକେ, ତାର୍ ରାଇଜେ ରଇବା ଲକ୍ମନର୍ପାଇ ଆସିରଇବା ସବୁ ଦୁକ୍ କସ୍ଟଟାନେ ମୁଇ ତମର୍ ସଙ୍ଗ୍ ମୁର୍ଚିକରି ଆଚି । ଚାରିବେଟ୍ତି ସମ୍ଦୁର୍ ରଇକରି ମଜାଇ ରଇବା ପାତ୍ମସ୍ ବଲି ଗଟେକ୍ ରାଇଜେ ମକେ ନେଇରଇଲା । ମୁଇ ପର୍ମେସରର୍ କାତା ଆରି ଜିସୁ ଦେଇରଇବା ସିକିଆ ଜାନାଇରଇଲିଜେ, ମକେ ସେନ୍ତାରି କଲା ।