ମାର୍କ 10:33 - ସତିଅର୍ ବାଟ୍ ନୁଆ ନିୟମ୍ 202033 ଜିସୁ ତାର୍ ସିସ୍ମନ୍କେ କଇଲା, “ସୁନା ଆମେ ଜିରୁସାଲମେ ଗାଲୁନି । ତେଇ ପର୍ମେସରର୍ଟାନେଅନି ଆସିରଇବା ନର୍ପିଲା, ମକେ ବିସ୍ବାସେ ବିସ୍ ଦେଲାପାରା କରି ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଇ ଦେବା ଲକ୍ମନ୍କେ ସର୍ପି ଦେବାଇ । ସେମନ୍ ମକେ କିଜାଇକରି ବିଚାର୍ କରି ‘ଆକେ ମରାଇବାର୍ ଆଚେ ।’ ବଲି ରମିୟ ଲକ୍ମନ୍କେ ସର୍ପି ଦେବାଇ । အခန်းကိုကြည့်ပါ။ |
ତାର୍ପଚେ ଜିସୁ, ପର୍ମେସର୍ ଅନି ଆଇଲା ନର୍ପିଲାକେ କାଇ କାଇଟା ଅଇସି ବଲି ତାର୍ ସିସ୍ମନ୍କେ ସିକାଇଦେବାର୍ ଦାର୍ଲା । ସେ କଇଲା, “ପର୍ମେସରର୍ଟାନେଅନି ଆଇଲା ନର୍ପିଲା ମୁଇ ବେସି ଦୁକ୍ କସ୍ଟ ପାଇବାର୍ ଆଚେ । ମୁକିଅ ନେତାମନ୍, ମୁକିଅ ପୁଜାରିମନ୍, ଆରି ନିୟମ୍ ସିକାଇଦେବା ଲକ୍ମନ୍ ମକେ ନ ନାମତ୍ । ସେମନ୍ ମକେ ମରାଇବାଇ ଆରି ତିନ୍ଦିନ୍ ଗାଲାପଚେ ମୁଇ ଆରି ତରେକ୍ ମଲାତେଇଅନି ଜିବନ୍ ଅଇ ଉଟ୍ବି ।”