ମାର୍କ 10:32 - ସତିଅର୍ ବାଟ୍ ନୁଆ ନିୟମ୍ 202032 ସେମନ୍ ଜିରୁସାଲମେ ଗାଲାବେଲେ, ଜିସୁ ସେମନର୍ ଆଗ୍ତୁ ଆଗ୍ତୁ ଜାଇତେ ରଇଲା । ସେବେଲା ସିସ୍ମନ୍ କାବାଅଇଜାଇତେ ରଇଲାଇ । ଆରି ଜିସୁର୍ ପଚେ ପଚେ ଜିବା ଲକ୍ମନ୍ ସବୁ ସେ ଜିରୁସାଲେମେ ଗାଲାନି ବଲି ଡରିଜାଇତେ ରଇଲାଇ । ଜିସୁ ତାର୍ ବାର୍ଟା ସିସ୍ମନ୍କେ ବିନେ ଡାକିନେଇକରି ନିଜ୍କେ କାଇକାଇଟା ଅଇସି, ସେ ବିସଇ କଇବାର୍ ଦାର୍ଲା । အခန်းကိုကြည့်ပါ။ |