3 ଜିସୁ ସେମନ୍କେ କଇଲା, “ମସା ତମ୍କେ କାଇ ଆଦେସ୍ ଦେଲା ଆଚେ ?”
କେତେଟା ପାରୁସିମନ୍ ଜିସୁରୁ ଲଗେ ଆସିକରି ତାକେ ବୁଲ୍ ଦାର୍ବାକେ ଏନ୍ତାରି ପର୍ସନ୍ ପାଚାର୍ଲାଇ । “ଗଟେକ୍ ମୁନୁସ୍ ତାର୍ ମାଇଜିକେ ଚାଡିଦେବାଟା ଆମର୍ ନିୟମେ ଆଚେ କି ?”
ସେମନ୍ କଇଲାଇ, “ଗଟେକ୍ ମୁନୁସ୍ ତାର୍ ମାଇଜିକେ ଚାଡିଦେବାର୍ ରାଜିନାମା ପତର୍ ଲେକି ତାକେ ଦେଲାପଚେ ତାକେ ପାଟାଇଦେଇ ଅଇସି ବଲି ମସା କଇଲା ଆଚେ ।”
ତାର୍ପଚେ ଗଟେକ୍ ଦରମ୍ ସାସ୍ତର୍ ସିକାଉ ତାକେ ପରିକାକରି ପାଚାର୍ଲା, “ଏ ଗୁରୁ କେବେ ନ ସାର୍ବା ଜିବନ୍ ମିଲାଇବାକେ ଆଲେ ମୁଇ କାଇଟା କର୍ବାର୍ ଆଚେ ?”
ତମେ ଜତନ୍ସଙ୍ଗ୍ ସାସ୍ତର୍ମନ୍ ପଡି କଜ୍ଲାସ୍ନି । ତେଇଅନି ନ ସାର୍ବା ଜିବନ୍ ପାଇଅଇସି ବଲି ସେ ସବୁ ପଡ୍ଲାସ୍ନି । ସେ ସବୁ ସାସ୍ତର୍ ମର୍ ବିସଇସେ ସାକି ଦେଲାନି ।
ମସାର୍ ରିତିନିତିର୍ ତଲେସେ ରଇବାକେ ତମେ ମନ୍ କଲାସ୍ନି କି ? ମକେ କଇଦେକାପନି, ତମେ କାଇ ରିତିନିତିଟାନର୍ ବାକିଅ ସୁନାସ୍ ନାଇ କି ?