25 ଜେନ୍ତି ଗଟେକ୍ ବଡ୍ ଜଁତ୍ ସୁଜି ବାଟେ ଚିଙ୍ଗ୍ଲି ଜିବାକେ କସ୍ଟ, ସାଉକାର୍ ଲକ୍ ପର୍ମେସରର୍ ରାଇଜେ କେଟ୍ବାଟା ତାର୍ତେଇଅନି ଅଦିକ୍ କସ୍ଟ ।”
ଏଇ ବାଟ୍ଦେକାଇବା କାଣା ଲକ୍ମନ୍ ! ତମେ କାଇବାବେଲେ କେଡେବଲ୍ ତେଇ କାଇଆଲେ କିଡା ଅଦ୍ରି ରଇସି ବଲି ସେଟା ଚାନି ପାକାଇତେ ରଇସା । ମାତର୍ ତମେ ଗଟେକ୍ ଗଟେକ୍ ବଡ୍ ପସୁକେ ମିସା ଗିଲି କାଇପାକାଇସା ।
ସିସ୍ମନ୍ ଆରିତରେକ୍ ବେସି କାବା ଅଇଗାଲାଇ ଆରି ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ, “ଏନ୍ତି ବଇଲେ କେ ତେବେ ରକିଆ ପାଇସି ?”
ସେ ଲକ୍ମନ୍ ସରଗ୍ ରାଇଜେ ଜିବାଟାନେଅନି ଗଟେକ୍ ବଡ୍ ଜଁତ୍ ସୁଜିକାଣାବାଟେ ଚିଙ୍ଗ୍ଲି ଜିବାକେ ସଅଜ୍ ଅଇସି ।”