19 ଆରି ତୁଇ ନିଅମ୍ତା ଜାନିଆଚୁସ୍, ମାର୍ବାର୍ ନାଇ, ପାଦ୍ରାପାଦ୍ରି କାମ୍ କର୍ବାର୍ ନାଇ, ଚର୍ କାମ୍ କର୍ବାର୍ ନାଇ, ମିଚ୍ ସାକି ଦେବାର୍ ନାଇ, ଆୟା ବାବାକେ ସନ୍ମାନ୍ ଦିଆସ୍ ।” ବଲି କଇଲା ।
ଜିସୁ ତାକେ କଇଲା, “ତୁଇ ମକେ କାଇକେ ନିମାନ୍ ଲକ୍ ବଲି କଇଲୁସ୍ନି ? କାଇକେବଇଲେ ପର୍ମେସର୍କେ ଚାଡିକରି ଆରି ବିନ୍ଟା କେ ମିସା ନିମାନ୍ ଲକ୍ ନାଇ ।
ମାତର୍ ମୁଇ ତମ୍କେ କଇଲିନି “ବେସିଆ କାମ୍ କରା ନାଇ, କାକେ ମରାଆ ନାଇ, ବିନ୍ ଲକର୍ ଦିନ୍ସୁ ଚରାଆ ନାଇ, ମିଚ୍ ସାକି କୁଆ ନାଇ, ଆରି ତମର ମାଆବାବାର୍ କାତା ମାନା । ପର୍ମେସର୍ ମସାକେ ଏନ୍ତି ନିୟମ୍ ଦେଲାଆଚେ ଜାନି ଆଚୁସ୍ ।”
ନିୟମ୍ତେଇ ଲେକାଅଇଲା ଆଚେ, “ବେସିଆ କାମ୍ କର୍ବାର୍ ନାଇ, ନର୍ ମାର୍ବାର୍ ନାଇ, ଚରାଇବାର୍ ନାଇ, ବିନ୍ ଲକର୍ ଦିନ୍ସୁ ଲବାଇବାର୍ ନାଇ ।” ନିଜ୍କେ ଆଲାଦ୍ କଲାପାରା ବିନ୍ ଲକ୍ମନ୍କେ ଆଲାଦ୍ କରା । ଏ ଗଟେକ୍ ଆଦେସ୍ ଜଦି ତମେ ମାନ୍ସା, ନିୟମେ ରଇବା ସବୁ ଆଦେସ୍ ମାନ୍ଲାପାରା ଅଇସି ।
ମାତର୍ ନିୟମର୍ ରିତିନିତି ମାନିକରି କେ ମିସା ପରମେସରର୍ ମୁଆଟେ ଦରମ୍ ଲକ୍ ଅଇନାପାରେ । ନିୟମେଅନି ସେ ଲକ୍ ଅବ୍କା ପାପର୍ ବଜ୍ସେ ପାଇସି ।
ମସାର୍ ରିତିନିତିର୍ ତଲେସେ ରଇବାକେ ତମେ ମନ୍ କଲାସ୍ନି କି ? ମକେ କଇଦେକାପନି, ତମେ କାଇ ରିତିନିତିଟାନର୍ ବାକିଅ ସୁନାସ୍ ନାଇ କି ?
କାଇକେ ବଇଲେ ସବୁ ନିୟମ୍ ଏ ଗଟେକ୍ ବାକିଅତେଇ ସିଦ୍ ଅଇସି, ତମେ ନିଜ୍କେ ଆଲାଦ୍ କଲାପାରା ବିନ୍ ଲକ୍କେ ଆଲାଦ୍ କରା ।
ଜେ ଜଦି ଏ ବିସଇ ନ ମାନିକରି କନ୍ ବିସ୍ବାସି ବାଇକେ ମିସା ଅନିଆଇ କର୍ସି ବଇଲେ, ମାପ୍ରୁ ଏ ସବୁ ବିସଇ ନେଇ ଡଣ୍ଡ୍ ଦେଇସି । ଏ କାତା ଆମେ ପୁର୍ବେ ଜାନାଇଦେଇ ଆଚୁ ।
କାଇକେବଇଲେ ପର୍ମେସର୍ କଇଲାଆଚେ “ତମେ ବେସିଆ କାମ୍ କର୍ବାର୍ନାଇ, ଆରି ନର୍ ମାର୍ବାର୍ ନାଇ” ବଲିକରି । ତେବେ ତମେ ଜଦି ବେସିଆ କାମ୍ ନ କରି, ଲକ୍ମନ୍କେ ମାର୍ସା, ତେବେ ତାର୍ ନିଅମ୍ ମାନାସ୍ ନାଇ ।