12 ଆରି ସେନ୍ତି ସେ ଜନ୍ ମାଇଜିଟକି ତାର୍ ମୁନୁସ୍କେ ଚାଡ୍ ପତର୍ ଦେଇ, ବିନ୍ ମୁନୁସ୍କେ ବିବା ଅଇସି ବଇଲେ ସେ ମିସା ପର୍ତୁମ୍ ମନସ୍ ବିରୁଦେ ପାଦ୍ରି କାମ୍ କଲାନି ।” ବଲିକରି କଇଲା ।
ମାତର୍ ମୁଇ କଇଲିନି, ଜେକି ନିଜର୍ ମାଇଜିକେ ବେସିଆ କାମ୍ ଚାଡି ଅଲ୍ଗା ଦସ୍ ଦାରି ଚାଡ୍ସି, ସେ ତାକେ ପାଦ୍ରି କରାଇବା ଅପରାଦେ ଦସିଅଇସି, ଆରି ଜେକି ଚାଡ୍ଲା ମାଇଜିକେ ବିବା ଅଇସି, ସେ ପାଦ୍ରା ଅଇସି ।”
ଜଦି ତାକେ ଚାଡ୍ଲେ, ବିବା ନ ଅଇତେ ରୁଆ । ନଇଲେ ଆରି ଗଟେକ୍ ତର୍ ନିଜର୍ ମୁନୁସ୍ ସଙ୍ଗ୍ ମିସା । ଜଦି ତମେ ବିବାଇ ମୁନୁସ୍, ନିଜର୍ ମାଇଜିକେ ନ ଚାଡା ।
ଆରି ଜନ୍ ବିସ୍ବାସି ମାଇଜି ବିସ୍ବାସ୍ ନ କଲା ମୁନୁସ୍କେ ବିବାଅଇରଇସି, ଆରି ସେ ତାର୍ସଙ୍ଗ୍ ମିସି ରଇବାକେ ମନ୍ କର୍ସି, ତେବେ ସେ ନିଜର୍ ମୁନୁସ୍କେ ନ ଚାଡ ।