10 ଜିସୁ ଆରି ତାର୍ ସିସ୍ମନ୍ ଗରେ ବାଉଡିଗାଲା ପଚେ, ସିସ୍ମନ୍ ଆରିତରେକ୍ ଏ ବିସଇ ତାକେ ପାଚାର୍ଲାଇ ।
ଜିସୁ ସେମନ୍କେ କଇଲା, “ଗଟେକ୍ ମନସ୍ ତାର୍ ମାଇଜିକେ ଚାଡ୍ପତର୍ ଦେଇ ବିନ୍ ମାଇଜିକେ ବିବା ଅଇସି ବଇଲେ, ସେ ମନସ୍ ପର୍ତୁମ୍ ମାଇଜିର୍ ବିରୁଦେ ପାଦ୍ରା କାମ୍ କଲାନି ।
ସେଟାର୍ପାଇ ପର୍ମେସର୍ ଜନ୍ ଦୁଇଲକ୍କେ ମିସାଇଆଚେ, କେ ମିସା ସେମନ୍କେ ବିନେ ନ ବେଗ୍ଲାଅତ୍ ।”
ଜିସୁ ଗଟେକ୍ଲକ୍ ରଇଲା ବେଲେ ତାର୍ସଙ୍ଗ୍ ରଇଲା ଲକ୍ମନ୍ ଆରି ବାର୍ଟା ସିସ୍ମନ୍ ତାକେ ପାଚାର୍ଲାଇ, “ତମେ କାଇକେ ଉଦାଅରନ୍ ଦେଇ ସିକାଇଲାସ୍ନି ?”
ଜିସୁ ଆରି ତାର୍ ସିସ୍ମନ୍ ଗଟେକ୍ ଗର୍ ବିତ୍ରେ ଗାଲାପଚେ, ଲକ୍ମନ୍ କେ ନଇଲାବେଲେ ତାକେ ପାଚାର୍ଲାଇ, “ଆମେ କାଇକେ ସେ କାରାପ୍ ଆତ୍ମାକେ କେଦି ନାପାର୍ଲୁ ?”
ଜିସୁ ଆରି ତାର୍ ସିସ୍ମନ୍ କପର୍ନାଉମେ ଆଇଲାଇ ଆରି ସେମନ୍ ଗର୍ ବିତ୍ରେ ଗାଲାଇ । ତାର୍ପଚେ ଜିସୁ ସେମନ୍କେ ପାଚାର୍ଲା, “ତମେ ବାଟେ କନ୍ ବିସଇନେଇ ଦଦାପେଲା ଅଇତେରଇଲାସ୍ ?”