ମାର୍କ 1:45 - ସତିଅର୍ ବାଟ୍ ନୁଆ ନିୟମ୍ 202045 ମାତର୍ ସେଲକ୍ ବାରଇ ଜାଇ ଜିସୁ ସୁକଲ୍ କରିରଇବା କବର୍ ଏତେକ୍ ରାଟୁକରି କଇବୁଲ୍ଲାଇ ଜେ, ଜିସୁ ଲକ୍ମନର୍ ଦେକ୍ତେ ଦେକ୍ତେ କନ୍ ଗାଉଁମନ୍କେ ମିସା ଜାଇ ପୁରି ନାପାର୍ଲା । ମାତର୍ ବାଇରେ ଜାଇ ଚିମ୍ରା ଜାଗାମନ୍କେ ରଇଲା । ଅଇଲେ ମିସା ଲକ୍ମନ୍ ଚାରିଦିଗେ ଅନି ତାର୍ ଲଗେ ଆଇବାର୍ଦାର୍ଲାଇ । အခန်းကိုကြည့်ပါ။ |