40 ସେଡ୍କି ବେଲେ ଗଟେକ୍ ବଡ୍ ରଗି ତାର୍ ଲଗେ ଆସି ମାଣ୍ଡିକଟା ଦେଇ ତାକେ ବାବୁଜିଆ କରି କଇଲା, “ତମେ ଜଦି ମନ୍କଲେ ମକେ ସୁକଲ୍ କରି ପାର୍ସା ।”
କାଣାମନ୍ ଦେକିପାର୍ଲାଇନି, ଚଟାମନ୍ ଇଣ୍ଡ୍ଲାଇନି, ବଡ୍ ରଗିମନ୍ ନିମାନ୍ ଅଇଲାଇନି, ବଇରାମନ୍ ସୁନ୍ଲାଇନି, ମଲା ଲକ୍ମନ୍ ଜିବନ୍ ଅଇଲାଇନି ଆରି ଗରିବ୍ ଲକ୍ମନର୍ ଲଗେ ନିମାନ୍ କବର୍ କେଟ୍ଲାନି ।
ଜିସୁ ଆରି ତାର୍ ସିସ୍ମନ୍ ଲକ୍ ଗଉଲି ବିତ୍ରେ ବାଉଡି ଆଇଲା ପଚେ, ଗଟେକ୍ ଲକ୍ ଜିସୁର୍ ଲଗେ ଆସି ମାଣ୍ଡିକୁଟା ଦେଇ କଇଲା,
ତେଇ ସେ ତାକେ ଜିବନ୍ ଦୁକାଇଲା ଆରି ଆତ୍ ଲାମାଇ କରି ତାକେ ଚିଇକରି କଇଲା, “ମୁଇ ମନ୍ କଲିନି, ତୁଇ ସୁକଲ୍ ଅ ।”
ଜିସୁ ଆରି ତାର୍ ସିସ୍ମନ୍ ତେଇଅନି ବାରଇ ଜିବାବେଲେ ବାଟେ ଗଟେକ୍ ଲକ୍ ପାଲାଇ ଆସି ତାର୍ ଲଗେ କେଟ୍ଲା ଆରି ତାର୍ ମୁଆଟେ ମାଣ୍ଡିକୁଟା ଦେଇ ପାଚାର୍ଲା, “ଏ ନିମାନ୍ ଗୁରୁ, ନ ସାର୍ବା ଜିବନ୍ ମିଲାଇବାକେ ଆଲେ ମୁଇ କାଇଟା କର୍ବାର୍ ଆଚେ ?”
ତାର୍ ପଚେ ଜିସୁ ତାକର୍ତେଇଅନି କଣ୍ଡେକ୍ ଦୁର୍ ଜାଇ ମାଣ୍ଡିକୁଟା ଦେଇକରି ପାର୍ତନା କର୍ବାର୍ ଦାର୍ଲା ।
ତିପାନ୍ ମାଣ୍ଡିକୁଟା ଦେଇ ଆକ୍ମାରି କଇଲା, “ମାପ୍ରୁ, ଏମନର୍ ବିରଦେ ଏ ପାପ୍ ଆରି ଏତାଆ ନାଇ କି ଡଣ୍ଡ୍ ଦିଆସ୍ନାଇ ।” ଏତ୍କି କଇଲା ଦାପ୍ରେ ତାର୍ ଜିବନ୍ ଚାଡିଗାଲା ।
ସେଟାର୍ପାଇ ବଲିକରି ମୁଇ ପର୍ମେସରର୍ ମୁଆଟେ ମାଣ୍ଡିକୁଟା ଦେଇ ପାର୍ତନା କଲିନି,