26 ସେଡ୍କି ବେଲେ ଡୁମା ତାକେ ମଡିପିଙ୍ଗି ବେସି କିର୍କିରି କରି ତାର୍ଲଗେ ଅନି ବାରଇଗାଲା ।
ଜିସୁ ଡୁମାକେ ଦମ୍କାଇ କରି କଇଲା, “ଚୁପ୍ ଅ, ଆରି ଏ ଲକର୍ତେଇ ଅନି ବାର୍ଇ ଜା ।”
ତେବର୍ପାଇ ପାର୍ତନା ଗରେ ରଇବା ସବୁ ଲକ୍ କାବା ଅଇଗାଲାଇ ଆରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ । “ଏଟା କେନ୍ତାର୍ ? ଏଟାତା ଅଦିକାର୍ ସଙ୍ଗର୍ ନୁଆ ସିକିଆ । ଡୁମା ଆତ୍ମାମନ୍ ମିସା, ସେ ତିଆର୍ଲାଟା ମାନ୍ଲାଇନି ।”
ଆରି ଲକ୍ମନ୍ ସେ ପିଲାକେ ଜିସୁର୍ଲଗେ ଆନ୍ଲାଇ । ସେ କରାପ୍ ଆତ୍ମା ଜିସୁକେ ଦେକ୍ଲା ଦାପ୍ରେ ପିଲାକେ ତଲେ ମଡିକରି ଅଦ୍ରାଇଲା । ଆରି ଗୁଣ୍ଡ୍ଲି ଗୁଣ୍ଡ୍ଲି କରି ତାର୍ ଟଣ୍ଡେଅନି ପେପୁଲ୍ ବାରଇ ଜାଇତେରଇଲା ।
ଆରି କାରାପ୍ ଆତ୍ମା ବେସି ଆଉଲିଅଇକରି ପିଲାକେ ମଡିକରି ଅଦ୍ରାଇ, ତାର୍ଟାନେଅନି ବାରଇଗାଲା । ଆରି ପିଲା ମରିଗାଲା ଲକର୍ ପାରା ଡିସ୍ଲା, ଏନ୍ତିକି କେତେକ୍ ଲକ୍ମନ୍ “ସେ ମରିଗାଲା ।” ବଲିକରି କଇଲାଇ ।
ମାତର୍ ଜେଡେବେଲେ ତାର୍ ଟାନେଅନି ଅଦିକ୍ ବପୁର୍ଲକ୍ ଆସି, ତାକେ ଲାଗିକରି ଜିତ୍ସି । ଗରର୍ ସାଉକାର୍ ଜନ୍ ଆତ୍ଆତିଆର୍ ଦାରି ନିଜେ ରକିଆ ପାଇତେରଇଲା , ସେ ସବୁଜାକ ବପୁର୍ ଲକ୍ ଚାଡାଇନେଇସି । ଆରି ଚାଡାଇ ନେଲାଟା ସେ ମନ୍କଲା ପାରା କାକେ ମିସା ବାଟା କରିଦେଇସି ।
ଦେକା, ତାକେ ଗଟେକ୍ ଡୁମା ଦାର୍ସି, ଆରି ସେ ଅଟାତ୍ କିର୍କିରି ଉଟ୍ସି, ତାକେ ସେ ଏନ୍ତି ମଡିପାକାଇସିଜେ, ତାର୍ ମୁଏଅନି ପେପୁଲ୍ ବାରଇଜାଇସି, ଆରି ସେ ତାକେ କଣ୍ଡିଆବଣ୍ଡିଆ କରି ତାର୍ଟାନେଅନି କସ୍ଟେ ବାରଇଜାଇସି ।
ପିଲା ଆଇବାବେଲେ କାର୍ ଆତ୍ମା ତାକେ ବୁଏଁ ଆପ୍ଟିଦେଇ ମଡିପାକାଇଲା, ସେ ଆତ୍ମାକେ ଜିସୁ ଦମ୍କାଇଲା ଆରି ପିଲାକେ ନିକକରି ତାର୍ ବାବାକେ ସର୍ପିଦେଲା ।