3 ଏ କାତା ସୁନି କେତେଟା ସାସ୍ତର୍ ସିକାଉମନ୍ ତାକର୍ ତାକର୍ ବିତ୍ରେ କାତା ଅଇଲାଇ, “ଏ ଲକ୍ କାଇକେ ପର୍ମେସରର୍ ନିନ୍ଦା କଲାନି ?”
ଏ କାତା ସୁନି ବଡ୍ ପୁଜାରି ତାର୍ ପିନ୍ଦି ରଇବାଟା ଚିରିପାକାଇ କଇଲା, “ଏଟା ସେ ପର୍ମେସର୍କେ ନିନ୍ଦା କର୍ବାଟା ! ଆରି ବିନ୍ ସାକି ଦର୍କାର୍ ନାଇ । ତମେ ଏବେସେ ଏ ଲକ୍ ପର୍ମେସର୍କେ ନିନ୍ଦା କର୍ବାଟା ସୁନ୍ଲାସ୍ ।
ସେ ବିନ୍ବିନ୍ ସାସ୍ତର୍ ସିକାଉମନର୍ ପାରା ନ ସିକାଇକରି ନିଜର୍ ଅଦିକାର୍ ସଙ୍ଗ୍ ସିକାଇତେ ରଇଲା ।
“ସେ ପର୍ମେସରର୍ ପିଲା ବଲିକରି କଇଲାଟା ତମେ ସୁନିଆଚାସ୍ । ଏବେ ତମେ କାଇଟା ବଲି ବାବ୍ଲାସ୍ନି ?” ତେଇ ସବୁ ଲକ୍ମନ୍ ଜିସୁକେ ଦସି କରାଇ, ତାକେ ମର୍ବା ଡଣ୍ଡ୍ ମିଲ ବଲି କଇଲାଇ ।
“ମୁଇ ତମ୍କେ ସତ୍ କଇଲିନି, ଲକ୍ମନର୍ ସବୁ ପାପ୍, ଆରି ସେମନ୍ ଜେତେକ୍ ନିନ୍ଦା କାତା କଇ ପର୍ମେସରର୍ ନିନ୍ଦା କଲେ ମିସା, ସେ ସବୁଜାକ କେମା କରାଅଇସି ।
ଜେକି ସୁକଲ୍ଆତ୍ମାର୍ ବିରୁଦେ ନିନ୍ଦା କାତା କଇସି, ତାକେ କନ୍ କାଲେ ମିସା ପର୍ମେସର୍ କେମା ନ ଦେଏ, ଆରି ସେ ନ ସାର୍ବା ପାପର୍ ଦସି ଅଇସି ।”
କାଇକେବଇଲେ ମୁନୁସର୍ ମନ୍ ବିତ୍ରେ ଅନି କରାପ୍ ଚିନ୍ତା ବାରଇସି । ସେଟାମନ୍ ଅଇଲାନି, ପାଦ୍ରା ପାଦ୍ରି କାମ୍, ଚର୍କାମ୍, ଲକ୍ମନ୍କେ ମରାଇବା କାମ୍ ।
ସାସ୍ତର୍ ସିକାଇବା ଲକ୍ମନ୍ ଆରି ପାରୁସି ଲକ୍ମନ୍ ମନେ ମନେ କୁଆବଲା ଅଇ, ଏନ୍ତି କଇବାର୍ ଦାର୍ଲାଇ, “ଏ କେ ଜେ ପର୍ମେସରର୍ ନିନ୍ଦାକଲାନି ? ପର୍ମେସର୍କେ ଚାଡି ଆରି କେ ପାପ୍ କେମା କରିପାର୍ସି ?”