22 ମାତର୍ ଜିସୁ ତାକେ କଇଲା, “ମରିଗାଲା ଲକ୍ମନ୍ ମଲା ଲକ୍ମନ୍କେ ତପତ୍, ତୁଇ ମର୍ ପଚେ ପଚେ ଆଉ ।”
ଆରି ସିସ୍ମନର୍ ବିତ୍ରେଅନି ଗଟେକ୍ ସିସ୍ କଇଲା, “ଏ ମାପ୍ରୁ, ମକେ ପର୍ତୁମ୍ ମର୍ ବାବାକେ ଜାଇ ତପି ଆଇବାକେ ମେଲାନି ଦିଆ ।”
ଜିସୁ ତେଇଅନି ଉଟି ଜିବାବେଲେ ମାତିଉ ନାଉଁର୍ ଗଟେକ୍ ସିସ୍ତୁ ମାଙ୍ଗୁକେ, ତାର୍ ସିସ୍ତୁମାଙ୍ଗୁମନ୍ ମାଙ୍ଗ୍ବା ଜାଗାଇ ବସିରଇଲାଟା ଦେକି କଇଲା, “ମର୍ ସଙ୍ଗ୍ ଆଉ ।” ମାତିଉ ସିସ୍ତୁମାଙ୍ଗୁମନ୍ ମାଙ୍ଗ୍ବା ଜାଗାଇଅନି ଉଟି ଜିସୁର୍ ସଙ୍ଗ୍ ଗାଲା ।
ଆରି ସେ ଜାଉ ଜାଉ ଆଲ୍ପିଅର୍ ପଅ ଲେବିକେ ରମିୟ ସର୍କାରର୍ ପାଇ ସିସ୍ତୁମାଙ୍ଗୁମନ୍ ମାଙ୍ଗ୍ବା ଜାଗାଇ ବସି ରଇବାଟା ଦେକି ତାକେ କଇଲା, “ମର୍ ସଙ୍ଗ୍ ଆଉ ।” ତେଇଅନି ସେ ତାର୍ ସିସ୍ତୁମାଙ୍ଗୁମନ୍ ମାଙ୍ଗ୍ବାଟା ଚାଡି ଉଟିକରି ଜିସୁର୍ ସଙ୍ଗ୍ ଗାଲା ।
କାଇକେ ବଇଲେ ମର୍ ପିଲା ମରିଜାଇରଇଲା, ଆରି ଏବେ ଜିବନ୍ ଅଇଲା ଆଚେ । ସେ ଆଜିଜାଇ ରଇଲା ଏବେ ମିଲ୍ଲା ଆଚେ ।” ସେଟାର୍ପାଇ ସେମନ୍ ବଜି କର୍ବାର୍ ବସ୍ଲାଇ ।
ମାତର୍ ତର୍ ବାଇ ମରିଜାଇରଇଲା । ଏବେ ସେ ଜିବନ୍ ଅଇଆଚେ ସେ ଆଜିଜାଇରଇଲା ମାତର୍ ଏବେ ମିଲ୍ଲା ଆଚେ । ସେଟାର୍ପାଇ ଆମେ ସାର୍ଦା କର୍ବାର୍ ରଇଲା ।”
ତାର୍ପଚେ ଜିସୁ ଆରିଗଟେକ୍ ଲକ୍କେ କଇଲା, “ମର୍ସଙ୍ଗ୍ ଆଉ ।” ମାତର୍ ସେ କଇଲା, “ପର୍ତୁମ୍ ଜାଇ ମର୍ ବାବାକେ ଦନ୍ କରିଆଇବାଜାକ ମକେ ଆଦେସ୍ ଦିଆ ।”
ମାତର୍ ଜିସୁ ତାକେ କଇଲା, “ମଲାଲକ୍ମନ୍ ମଲାଲକ୍ମନ୍କେ ଦନ୍ କର୍ବାକେ ଚାଡିଦିଆସ୍, ମାତର୍ ତମେ ଜାଇ ପର୍ମେସରର୍ ରାଇଜ୍ ଜାନାଆ ।”
ତାର୍ ଆରକର୍ ଦିନେ ଜିସୁ ଗାଲିଲି ଦେସେ ଜିବାକେ ମନ୍ କଲା । ଆରି ସେ ଜିବା ବେଲେ ପିଲିପ୍କେ ବେଟ୍ପାଇ ତାକେ କଇଲା, “ମର୍ ସଙ୍ଗ୍ ଆଉ ।”
ସେ କେନ୍ତାରି ଅଇ ମରିକରି ପର୍ମେସରର୍ ଡାକ୍ପୁଟା କର୍ସି, ସେଟା ଜାନାଇବାକେ ଜିସୁ ଏନ୍ତାରି କଇଲା । ଏନ୍ତି କଇ ସାରାଇ ସେ ପିତର୍କେ କଇଲା “ମର୍ ସଙ୍ଗ୍ ଆଉ ।”
ଜିସୁ ତାକେ କଇଲା, “ଏ ଦୁନିଆଇ ଆରି ତରେକ୍ ଆଇବା ଜାକ ସେ ବଁଚି କରି ରଅ ବଲି ମୁଇ ମନ୍ କଲିନି ବଇଲେ, ଏଟାର୍ପାଇ ତୁଇ କାଇକେ ଚିନ୍ତା କଲୁସ୍ନି ? ତୁଇ ମର୍ ସଙ୍ଗ୍ ଆଉ ।”
ଆଗ୍ତୁ ତମର୍ ପାପର୍ ଲାଗି, ତମେ ଆତ୍ମାଇ ମରି ରଇଲାସ୍ ।
ସେଟାର୍ପାଇ ଆମ୍କେ କିରିସ୍ଟର୍ ସଙ୍ଗ୍ ଜିବନ୍ କଲାଆଚେ, ସେ ଜିବନ୍ ଦୁକାଇଲାକେ ତମେ ମୁକ୍ତି ପାଇ ଆଚାସ୍ ।
କାଇକେବଇଲେ ଉଜଲର୍ ସବୁ ବିସଇ ଉଜଲ୍ସେ । ସେଟାର୍ ପାଇ ଏନ୍ତାରି ଲେକାଅଇଲାଆଚେ, “ଏ ଗୁନେରାମନ୍ ଉଟା, ମଲାପାରା ନ ରଇକରି ଜିବନ୍ ରୁଆ, କିରିସ୍ଟ ତମ୍କେ ଉଜଲ୍ ଦେଇସି ।”
ତମେ ଜିଉଦି ନ ଅଇଲା ଲକ୍ମନ୍ ପର୍ମେସରର୍ ନିୟମ୍ ନ ମାନ୍ଲାର୍ପାଇ ତାର୍ଟାନେଅନି ବେଗ୍ଲି ରଇଲାସ୍ । ଆରି ତମର୍ ପାପର୍ ଗୁନ୍ଚଲନର୍ ବପୁଅନି ମୁକ୍ଲି ନ ରଇଲାସ୍ । ମାତର୍ ପର୍ମେସର୍ କିରିସ୍ଟର୍ ସଙ୍ଗ୍ ଗଟେକ୍ ନୁଆ ଜିବନ୍ କରି ତମ୍କେ ଉଟାଇଆଚେ । ସେ ଆମର୍ ସବୁ ପାପ୍ କେମାକରି ଦେଲାଆଚେ ।
ମାତର୍ ଗଟେକ୍ ରାଣ୍ଡି ମାଇଜି ଅବ୍କା ନିଜେ କର୍ବା ବିସଇ ମନ୍କରି, ପର୍ମେସର୍ ତାକେ ଜନ୍ଟା କର ବଲି ମନ୍ କଲାନି, ସେଟା ନ କରିରଇଲେ, ସେ ବଁଚିରଇକରି ମିସା ମଲା ସମାନ୍ ଆଚେ ।