19 ତେଇ ଗଟେକ୍ ଜିଉଦିମନର୍ ସାସ୍ତର୍ ସିକାଉ ତାର୍ ଲଗେ ଆସି କଇଲା, “ଏ ଗୁରୁ ତମେ ଜନ୍ ଜାଗାଇ ଗାଲେ ମିସା ମୁଇ ତମର୍ ସଙ୍ଗ୍ ଆଇବି ।”
ତମେମିସା ସେନ୍ତାରିସେ ମର୍ ସିସ୍ ଅଇବାକେ ମନ୍ କଲେ ତମର୍ତେଇ ରଇଲା ସବୁଟା ଚାଡିଦେବାକେ ମନ୍ କର୍ବାର୍ ଆଚେ । ନଇଲେ ତମେ ମର୍ ସିସ୍ ଅଇ ନାପାରାସ୍ ।”
ତେବେ ଗିଆନ୍ ରଇବା ଲକ୍ମନର୍ ବିସଇ କାଇଟା କଇଅଇସି ? ସାସ୍ତର୍ ସିକାଉମନର୍ ବିସଇ କାଇଟା କଇ ଅଇସି ? ଆରି ଏ ଜୁଗର୍ ଦଦାପେଲା ଅଇବା ଲକ୍ମନର୍ ବିସଇ କାଇଟା କଇଅଇସି ? ପର୍ମେସର୍ ଏ ଜଗତର୍ ଗିଆନ୍ ରଇବା ଲକ୍ମନ୍କେ କାଇ ଲଡାକେ ନ ଆଇବାଟା ବଲି କଏ ନାଇ କି ?
ମୁଇ ତେଇ ତମର୍ ସଙ୍ଗ୍ କେତେକ୍ ଦିନ୍ ରଇବି । ଅଇପାରେ ସିତ୍ଦିନ୍ ସାର୍ବା ଜାକ । ତାର୍ପଚେ ଜନ୍ତି ଜିବାକେ ମନ୍ କଲିନି, ତେଇ ଜିବାକେ ତମେ ମକେ ସାଇଜ କରିପାରାସ୍ ।