1 ଜିସୁ ଡଙ୍ଗ୍ରେ ଅନି ଉତ୍ରି ଆଇଲା ଦାପ୍ରେ, ବେସି ଲକ୍ମନ୍ ତାର୍ ପଚେ ପଚେ ଇଣ୍ଡ୍ଲାଇ ।
ତାର୍ ବିରୁଦେ ପାଁଚ୍ବାଟା ସୁନିକରି, ଜିସୁ ସେ ଜାଗା ଚାଡି ବିନେ ଉଟିଗାଲା । କେତେକ୍ କେତେକ୍ ଲକ୍ ତାର୍ ପଚେ ପଚେ ଗାଲାଇ । ଆରି ସେ ସବୁ ରଗି ଲକ୍ମନ୍କେ ନିକ କଲା ।
ବେସି ଲକ୍ମନ୍ ତାର୍ ଲଗେ ରୁଣ୍ଡ୍ଲାଇ । ସେମନର୍ ବିତ୍ରେ ଚଟା, କାଣା, ଆତ୍ଗଡ୍ ସୁକିଗାଲାଟା ଆରି ବେସି ଜରର୍ ଲକ୍ମନ୍କେ ଆନି, ଜିସୁର୍ ପାଦ୍ ତଲେ ଡୁଲାଇଲାଇ । ଆରି ସେ ସେମନ୍କେ ନିକ କଲା ।
ବେସି ଲକ୍ମନ୍ ତାର୍ ସଙ୍ଗ୍ ଗାଲାଇ ଆରି ସେ କେତେକ୍ କେତେକ୍ ରଗିମନ୍କେ ନିକ କଲା ।
ଦିନେକ୍ ଜିସୁ ସିସ୍ମନର୍ ସଙ୍ଗ୍ ଜିରିଅ ସଅର୍ ଚାଡିକରି ଜିବାବେଲେ କେତେ କେତେ ଲକ୍ମନ୍ ତାର୍ ପଚେ ପଚେ ଇଣ୍ଡ୍ବାର୍ ଦାର୍ଲାଇ ।
ଆନି ରଇବା ସବୁ ଲକ୍ମନ୍କେ ଜିସୁ ନିକ କଲା । ଗାଲିଲି ଅନି ଆରି ଦସ୍ଟା ସଅରେଅନି, ଆରି ଜିରୁସାଲାମ୍, ଜିଉଦା ଆରି ଜର୍ଦନ୍ ସେବାଟେ ରଇଲା ଜାଗାମନର୍ତେଇଅନି ବେସି ଲକ୍ମନ୍ ଜିସୁର୍ ସଙ୍ଗ୍ ଗାଲାଇ ।
ସେ ବିନ୍ବିନ୍ ସାସ୍ତର୍ ସିକାଉମନର୍ ପାରା ନ ସିକାଇକରି ନିଜର୍ ଅଦିକାର୍ ସଙ୍ଗ୍ ସିକାଇତେ ରଇଲା ।
ଜିସୁ ତାର୍ ଚାରିବେଟ୍ତି ରଇଲା ବେସି ଲକ୍ମନ୍କେ ଦେକିକରି ତାର୍ ସିସ୍ମନ୍କେ ଗାଡ୍ ସେପାଟ୍ ଜିବାକେ କଇଲା ।
ସେବେଲେ ଗଟେକ୍ ବଡ୍ ରଗି ଜିସୁର୍ ମୁଆଟେ ଆସି ମାଣ୍ଡିକୁଟା ଦେଇ କଇଲା, “ଏ ମାପ୍ରୁ, ତମେ ଜଦି ମନ୍ କଲାସ୍ନି ବଇଲେ ମକେ ସୁକଲ୍ କରି ପାରାସ୍ ।”
ସେଡ୍କିବେଲେ ଜିସୁ ସିସ୍ମନର୍ ସଙ୍ଗ୍ ଲକ୍ମନର୍ଟାନେଅନି ବେଗ୍ଲି କରି, ସମ୍ଦୁର୍ କଣ୍ଡିବାଟେ ବାରଇ ଗାଲା । ଆରି ଗାଲିଲି ଅନି ବେସି ଲକ୍ ତାର୍ ପଚେ ପଚେ ଆଇଲାଇ, ଆରି ଜିଉଦା,
ମାତର୍ ଜିସୁର୍ କବର୍ ଗୁଲାଇ ଚାରିବେଡ୍ତିର୍ଲକ୍ ଜାନ୍ଲାଇ । ତାର୍ କାତା ସୁନ୍ବାପାଇ ଆରି ନିଜର୍ ନିଜର୍ ରଗେଅନି ନିକ ଅଉଁବଲି ଗାଦି ଲକ୍ମନ୍ ଟୁଲ୍ଅଇବାର୍ ଦାର୍ଲାଇ ।