ମାତିଉ 7:22 - ସତିଅର୍ ବାଟ୍ ନୁଆ ନିୟମ୍ 202022 ମାପ୍ରୁର୍ ବିଚାର୍ କର୍ବା ଦିନ୍ କେଟ୍ଲେ କେତେ କେତେ ଲକ୍ ମକେ କଇବାଇ, ଏ ମାପ୍ରୁ, ତମର୍ ନାଉଁ ଦାରି ଆମେ ପର୍ମେସରର୍ ସୁବ୍କବର୍ ଜାନାଇ ଆଚୁ । ତମର୍ ନାଉଁ ଦାରି ଡୁମାମନ୍କେ କେଦି ଆଚୁ ଆରି କେତେକ୍ କାବାଅଇଜିବା କାମ୍ମନ୍ କରିଆଚୁ । အခန်းကိုကြည့်ပါ။ |
ଏବେ ସର୍ଗେ ମର୍ପାଇ ଜିତ୍ଲା ମୁକୁଟ୍ ସଙ୍ଗଇଆଚେ । ଏ ମୁକୁଟ୍ ପର୍ମେସରର୍ ମୁଆଟେ ମୁଇ ଦରମ୍ ସଙ୍ଗ୍ ଚଲାଚଲ୍ତି କଲାର୍ପାଇ ଆଚେ । ମାପ୍ରୁ ଜେ କି କାକେ ଅନିଆଇ ନ କରି ବିଚାର୍ କର୍ସି, ତାର୍ ବିଚାର୍ନା ଦିନେ ସେ ମୁକୁଟ୍ ମକେ ପୁରୁସ୍କାର୍ ଇସାବେ ଦେଇସି । ସେଟା ଅବ୍କା ମର୍ପାଇ ନାଇ, ମାତର୍ ଜେତ୍କି ଲକ୍ ସେ ବାଉଡି ଆଇବାଟା ଜାଗିଆଚତ୍, ସେମନ୍କେ ସବୁକେ ଦେଇସି ।