2 କାଇକେବଇଲେ ତମେ ବିନ୍ ଲକର୍ ଦସ୍ ଜେନ୍ତି ବିଚାର୍ କର୍ତେରଇସା, ସେନ୍ତାରିସେ ପର୍ମେସର୍ ତମର୍ ବିଚାର୍ କର୍ସି । ତମେ ବିନ୍ ଲକ୍ମନ୍କେ ଜନ୍ ନିୟମ୍ କର୍ସା, ପର୍ମେସର୍ ତମ୍କେ ସେ ନିୟମ୍ କର୍ସି ।
“ତମର୍ ବିରଦେ ଦସ୍ କରିରଇବା ବିନ୍ ଲକ୍ମନ୍କେ ଜଦି ତମେ କେମା କର୍ସା, ତମର୍ ସରଗର୍ ବାବା ପର୍ମେସର୍ ମିସା ତମ୍କେ କେମା କର୍ସି ।
ଆରି ଜିସୁ ସେମନ୍କେ କଇଲା, “କାଇଟା ସୁନ୍ଲାସ୍ନି, ସେ ବିସଇ ଏତାଇକରି ଜାଗରତ୍ ରୁଆ । ଜନ୍ ନାପେ ତମେ ନାପ୍ସା, ସେ ନାପେ ପର୍ମେସର୍ ତମ୍କେ ନାପ୍ସି, ଆରି ତାର୍ତେଇଅନି ଅଦିକ୍ ।
ବିନ୍ ଲକ୍କେ ଦାନ୍ କରା, ସେନ୍ତାର୍କଲେ ପର୍ମେସର୍ ତମ୍କେ ଦାନ୍ ଦେଇସି, ଲକ୍ମନ୍ ମାନ୍ଟାନେ କାଦି ପୁରୁନ୍କରି ତାକେ ଚାପି ଜୁଲାଇ, ଉଚ୍ଲାଇକରି, ତମର୍ ଅଁଟିତେଇ ଦେବାଇ, କାଇକେବଇଲେ ଜନ୍ ଇସାବେ ତମେ ନାପ୍ସା, ସେ ଇସାବେ ସେ ତମ୍କେ ନାପି ଦିଆଅଇସି ।”
ତମର୍ ମନେ ର । ଜଦି ଗଟେକ୍ ଚାସି ଉନା ବିଅନ୍ ବୁନ୍ସି, ସେ ଉନା ପସଲ୍ ପାଇସି । ଆରି ଜନ୍ ଚାସି ବୁତେକ୍ ବିଅନ୍ ବୁନ୍ସି, ସେ ବୁତେକ୍ ପସଲ୍ ପାଇସି ।
କାଇକେବଇଲେ ଜନ୍ଲକ୍ ବିନ୍ ଲକ୍କେ ଦୟା ନ ଦେକାଏ, ପର୍ମେସର୍ ବିଚାର୍ନା କର୍ବାବେଲେ ତାକେ ମିସା ଦୟା ନ ଦେକାଏ । ଜନ୍ ଲକ୍ମନ୍ ବିନ୍ ଲକ୍ମନ୍କେ ଦୟା କରିଆଚେ, ସେମନ୍ ବିଚାର୍ନାଟାନେ ଡର୍ବାର୍ ନାଇ ।
ତାର୍ କରିରଇବା କାମର୍ ଲାଗି ତାକେ ବାଉଡାଇ ଦିଆଅଇସି । ଆରି ସେ ସମାନ୍ ଡଣ୍ଡ୍ ପାଇସି । ଲକ୍ମନ୍କେ ଦୁକ୍କସ୍ଟ ଦେବାକେ ସେ ଜାଇଜାଇଟା କଲାଆଚେ, ସେଟା ତାକେ ଦୁଇ ଗୁନ୍ ଇସାବେ ବାଉଡାଇ ଦିଆଅଇସି । ସେ ଜେତ୍କି କାଟୁର୍ ମଦ୍ ବିନ୍ ଲକ୍ମନ୍କେ କାଇବାକେ ଦେଇତେରଇଲା, ତାର୍ ଦୁଇଗୁନ୍ ଅଦିକାର୍ଟା ତାକେ କାଇବାକେ ଦିଆଅଇସି ।