18 ନିକ ଗଚେ ବାନିଆ ପଲ୍ ନ ପଲେ କି ବାନିଆ ଗଚେ ନିକ ପଲ୍ ଅଇନାପାରେ ।
ନିକ ଗଚେ ନିକ ପଲ୍ ଦାର୍ସି, ବାନିଆ ଗଚର୍ ପଲ୍ ବାନିଆ ସେ ।
ନିକ ପଲ୍ ନ ଦାର୍ଲେ ସେ ଗଚ୍ କାଟି କରି ଜଇଟାନେ ପାକାଇଅଇସି ।
“ନିକ ଗଚେ କାରାପ୍ ପଲ୍ ନ ପଲେ, କାରାପ୍ ଗଚେ ନିକ ପଲ୍ ନ ପଲେ ।
ଲକର୍ ଚଲନ୍ ସୁକଲ୍ଆତ୍ମାର୍ ବିରଦି । ସେନ୍ତି ସେ ସୁକଲ୍ଆତ୍ମା ମନ୍ କର୍ବାଟା, ଲକର୍ ଚଲନର୍ ବିରଦି । ଏମନ୍ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସତ୍ରୁ । ସେଟାର୍ ପାଇ ତମେ କାଇଟା କର୍ବାକେ ମନ୍ କଲାସ୍ନି ସେଟା କରି ନାପାରାସ୍ ।