12 “ତମର୍ ପାଇ ବିନ୍ ଲକ୍ମନ୍ ଜାଇଟା କରତ୍ ବଲି ମନ୍ କଲାସ୍ନି, ସେନ୍ତାରି ତମେ ବିନ୍ ଲକର୍ ପାଇ କରା । ଏଟା ଅଇଲାନି ମସା ଦେଇରଇବା ନିୟମ୍ ଆରି ବବିସତ୍ବକ୍ତାମନର୍ ସିକିଆର୍ ଅରତ୍ ।”
“ମୁଇ ମିସା, କରିରଇବା ନିୟମ୍ କି ବାବବାଦିମନର୍ ଦରମ୍ ସାସ୍ତର୍ ବୁଡାଇବାକେ ଆସିଆଚି ବଲି ବାବା ନାଇ । ମୁଇ ସେଟା ବୁଡାଇବାକେ ଆସିନାଇ ମାତର୍ ସିଦ୍ କର୍ବାକେ ଆସିଆଚି ।
ଲକ୍ମନ୍ ତମ୍କେ ଜେନ୍ତି କରତ୍ ବଲି ମନ୍ କଲାସ୍ନି, ତମେମିସା ସେମନର୍ଟାନେ ସେନ୍ତାର୍ କରା ।”
ତମେ ଏନ୍ତାରିଟା ତିଆରା ଜେନ୍ତାରିକି, ସେମନ୍ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କର୍ବାଇ । ଜନ୍ ଲକ୍ମନ୍କେ ସତ୍ ବିସ୍ବାସ୍ ଆରି ସୁକଲ୍ ଜିବନ୍, କାଇ କପଟ୍ ନ ରଇବା ମନ୍ ଆଚେ, ସେମନ୍ସେ ଏଟା କରିପାର୍ବାଇ ।
ନିଜ୍କେ ଆଲାଦ୍ କଲାପାରା ବିନ୍ ଲକ୍ମନ୍କେ ଆଲାଦ୍ କରା । ସାସ୍ତରେ ଲେକା ଅଇରଇଲାପାରା ପର୍ମେସରର୍ ରାଇଜର୍ ଏ ନିୟମ୍ ଜଦି ତମେ ମାନ୍ସା, ସେନ୍ତାର୍ ଆଲେ ଟିକ୍ କଲାସ୍ନି ।