11 ଆଜି ଆମ୍କେ ଦର୍କାର୍ ରଇଲା କାଦି କାଇବାକେ ଦିଆ ।
ମାତର୍ ଜିସୁ କଇଲା, “ସାସ୍ତରେ ଲେକାଆଚେ ମୁନୁସ୍ ଅବ୍କା ରୁଟି କାଇକରି ନ ବଁଚେ, ମାତର୍ ପର୍ମେସରର୍ ଟଣ୍ଡେ ଅନି ବାରଇବା ସବୁ ବାକିଅ ଟାନେ ବଁଚ୍ସି ।”
ସବୁଦିନ୍ ଆମ୍କେ ଆମର୍ ଦର୍କାର୍ ରଇଲା କାଦି କାଇବାକେ ଦିଆ ।
ମାପ୍ରୁ ଜିସୁକିରିସ୍ଟର୍ ନାଉଁ ଦାରି ଆମେ ସେ ଲକ୍ମନ୍କେ ଜାଗ୍ରତ୍କରି ଆଦେସ୍ଦେଲୁନି, ସେମନ୍ ସେନ୍ତାରି କର୍ବାଟା ଚାଡିଦେସ୍ । ଜେନ୍ତାରିକି ନିଜର୍ ପେଟର୍ପାଇ କାଦି ପାଇବାକେ ପାଇଟି କରତ୍ ।
ତେବେ ଆମ୍କେ ଲଡାକେ ଆଇବା କାଦି ଆରି ପିନ୍ଦ୍ବାକେ ବସ୍ତର୍ ରଇଲେ ସେତ୍କିସଙ୍ଗ୍ ସୁସାରେ ରଇବାର୍ ଅଇସି ।