6 ଜନ୍ ଲକ୍ମନ୍ ପର୍ମେସରର୍ ମନ୍ କଲା ଇସାବେ କାମ୍ କର୍ବାକେ ଆସା କର୍ବାଇ, ତାକର୍ କେଡେକ୍ ନିକ କରମ୍, କାଇକେବଇଲେ ପର୍ମେସର୍ ସେମନ୍କେ ସାର୍ଦା କରାଇସି ।
ସେ ବୁକର୍ ଲକ୍ମନ୍କେ ନିକ ନିକ ବିସଇ ଦେଇ ସାର୍ଦା କରାଇ ଆଚେ, ସାଉକାର୍ଲକ୍ମନ୍କେ ଚୁଚା ଆତେ ବାଉଡାଇଦେଇ ଆଚେ ।
ତମେମନ୍ ଏବେ ବୁକେ ଆଚାସ୍, ତମର୍ କେଡେକ୍ ନିକ କରମ୍, କାଇକେବଇଲେ, ତମ୍କେ ପର୍ମେସର୍ ପୁରାପୁରୁନ୍ ଦେଇସି । ତମେମନ୍ ଏବେ କାନ୍ଦ୍ଲାସ୍ନି, ତମର୍ କେଡେକ୍ ନିକ କରମ୍, କାଇକେବଇଲେ ତମେମନ୍ ସାର୍ଦା ଅଇକରି ଆଁସ୍ସା ।”
ଏ ଡଣ୍ଡ୍ପାଉମନ୍, ଏବେ ତମେ ନିକସଙ୍ଗ୍ କାଇଲାସ୍ନି, କାଇକେବଇଲେ, ତମେ ବୁକେସେ ରଇସା । ଏ ଡଣ୍ଡ୍ପାଉମନ୍, ତମେମନ୍ ଏବେ ଆଁସ୍ଲାସ୍ନି, କାଇକେବଇଲେ ପଚେ ଦୁକେ ରଇକରି କାନ୍ଦ୍ସା ।
ମାତର୍ ମୁଇ ଜନ୍ ପାନି ଦେବି, ସେ ପାନି ଜେ କାଇସି ବଇଲେ, ତାକେ କେବେ ମିସା ସସ୍ ନ ଲାଗେ । ମୁଇ ଜନ୍ ପାନି ଦେବି, ସେଟା ଜିବନ୍ ଦେବା ପାନି ପାରା ଉଚ୍ଲି ଜାଇତେରଇସି । ତେଇ ଅନି ଜେ କାଇଲେ, ସେ ନ ସାର୍ବା ଜିବନ୍ ପାଇସି ।”
ଜନ୍ କାଦି ନସିଜାଇସି, ସେ କାଦିର୍ ପାଇ ଏତେକ୍ କସ୍ଟ କରାନାଇ, ମାତର୍ ଜନ୍ଟା ନ ନସେ, ସେଟା ନ ସାର୍ବା ଜିବନ୍ ଦେଇସି, ସେଟାର୍ ପାଇ କସ୍ଟ କରା । ଏ କାଦି ନର୍ପିଲା ମୁଇ ଦେବି । କାଇକେ ବଇଲେ, ସେଟାର୍ପାଇ ବାବା ପର୍ମେସର୍ ମକେ ଅଦିକାର୍ ଦେଲାଆଚେ ।
ପରବର୍ ସାରାସାରି ଦିନେ, ଜନ୍ଟାକି ମୁକିଅ ଦିନେ, ଜିସୁ ଟିଆଅଇ ଆକ୍ମାରି କଇଲା, “ଜଦି କାକେ ସସ୍ କଲାନି, ସେ ମର୍ ଲଗେ ଆସ ।
ସେମନ୍କେ କେବେ ବୁକ୍ ନ ଲାଗେ କି ସସ୍ ନ କରେ । ବେଲ୍ କି ଅଦିକ୍ ତପି ରଇବା ତାତି ସେମନ୍କେ ପଡାଇନାପାରେ ।