41 ସନିଅମନର୍ ବିତ୍ରେ ଅନି, କେ ମିସା ତମ୍କେ ତାର୍ ବଜ୍ ବୁଆଇ କରି ଗଟେକ୍ କିଲମିଟର୍ ଜୁ ଆକା ବଇଲେ, ତମେ ତାର୍ ସଙ୍ଗ୍ ଦୁଇ କିଲମିଟର୍ ଜା ।
ସେମନ୍ ଜିବାବାଟେ କୁରିଣି ସଅରର୍ ସିମନ୍ ନାଉଁର୍ ଗଟେକ୍ ଲକ୍କେ ବେଟ୍ଅଇଲାଇ ଆରି ସନିଅମନ୍ ତାକେ ଜିସୁର୍ କୁର୍ସ ବଇ ନେବାକେ ବାଦିଅ କଲାଇ ।
କେ ଜଦି ତମର୍ସଙ୍ଗ୍ ବିରଦ୍ କରି ବିଚାର୍ ଲଗେ ଦାବିକରି ତମର୍ କାମିଜ୍ ନେବାକେ ମନ୍ କର୍ସି, ତାକେ ଚାଦର୍ ମିସା ଦେଇ ପାକାଆ ।
କେ ଜଦି ତମ୍କେ କାଇଆଲେ ଜିନିସ୍ ମାଙ୍ଗ୍ସି ବଇଲେ, ମନା ନ କରି ତାକେ ଦିଆସ୍ । କେ ମିସା କାଇଆଲେ ଉଦାର୍ ମାଙ୍ଗ୍ଲେ ତାକେ ଦିଆସ୍ ।”
ସେବେଲା ଆଲେକ୍ଜାଣ୍ଡାର୍ ଆରି କୁର୍ନିୟ ଜାଗାର୍ ରୁପ୍ଅର୍ ବାବା ସିମନ୍ ନାଉଁର୍ ଗଟେକ୍ ଲକ୍, ପଲିଗାରାମ୍ ଅନି ଆସିକରି ସେ ବାଟେ ଜାଇତେରଇଲା । ସେ ସନିଅମନ୍ ତାକେ ଜିସୁର୍ କୁର୍ସ ବଇବାକେ ବାଦିଅ କଲାଇ ।
ସନିଅମନ୍ ଜିସୁକେ ଦାରିଜିବା ବେଲେ କୁରିଣିୟ ସିମନ୍ ନାଉଁର୍ ଲକ୍କେ ବେଟ୍ପାଇଲାଇ । ଜେ କି ଗାଏଁଅନି ଜିରୁସାଲାମେ ଆଇତେରଇଲା । ତାକେ ଅଟ୍କାଇକରି ଜିସୁ ବଇଲା କୁର୍ସ ଲାଦିଦେଲାଇ ଆରି ତାର୍ ପଚେ ଜିବାକେ ବାଦିଅ କଲାଇ ।
କିରିସ୍ଟର୍ ଆଲାଦ୍ ଆମ୍କେ ବାଟ୍ ଦେକାଇଲାନି । ସେଟା ଆମେ ଜାନିଆଚୁ । ସେଟାର୍ ଲାଗି ଆମେ ସବୁଲକ୍ ତାର୍ ମରନେ ମିସିଆଚୁ ।