40 କେ ଜଦି ତମର୍ସଙ୍ଗ୍ ବିରଦ୍ କରି ବିଚାର୍ ଲଗେ ଦାବିକରି ତମର୍ କାମିଜ୍ ନେବାକେ ମନ୍ କର୍ସି, ତାକେ ଚାଦର୍ ମିସା ଦେଇ ପାକାଆ ।
ମାତର୍ ମୁଇ ତମ୍କେ କଇଲିନି, ତମର୍ ବିରଦେ କେ ଅନିଆଇ କାମ୍ କଲେ, ତାକେ ସୁଜାଇବାକେ ଚେସ୍ଟା କରା ନାଇ, ଜେ ତମର୍ ଉଜା ଗାଲେ ଚାପଡ୍ ମାର୍ସି, ତାକେ ଆରି ଗଟେକ୍ ଚାପ୍ଡା ମାର୍ବାକେ ଡେବ୍ରି ଗାଲ୍ ମିସା ଦେକାଇ ଦିଆସ୍ ।
ସନିଅମନର୍ ବିତ୍ରେ ଅନି, କେ ମିସା ତମ୍କେ ତାର୍ ବଜ୍ ବୁଆଇ କରି ଗଟେକ୍ କିଲମିଟର୍ ଜୁ ଆକା ବଇଲେ, ତମେ ତାର୍ ସଙ୍ଗ୍ ଦୁଇ କିଲମିଟର୍ ଜା ।
ଜେ ତମ୍କେ ଗଟେକ୍ ଗାଲେ ଚାପଡ୍ ମାର୍ସି, ତାକେ ଆରିଗଟେକ୍ ଗାଲ୍ ମିସା ଦେକାଇଦିଆସ୍ । ଜେ ତମର୍ ଚାଦର୍ ଦାରିଜାଇସି, ତାକେ ତମର୍ ପିନ୍ଦ୍ଲାଟା ନେବାକେ ମିସା ମନା କରାନାଇ ।
ତମେ ତମର୍ ତମର୍ ବିତ୍ରେ ଲାଗାଜଡା ଅଇକରି କରଟ୍ ଦୁଆର୍ ଜାକ ଗାଲାସ୍ନି । ଇତିଅନି ଜାନା ପଡ୍ଲାନିଜେ ମିସାବିଡାଟାନେ ପୁରାପୁରୁନ୍ ଆରି ଜାଇ ଆଚାସ୍ । ତମର୍ ପାଇ ଅନିଆଇ ମୁର୍ଚିକରି, କେତି ଅଇବାଟା ମୁର୍ଚିକରି ରଇଲେ ନିକ ଅଇତା ।
କନିଆ ମାଙ୍ଗ୍ନି ଅଇଲାପଚେ ଜଦି ଜନ୍ ମନସ୍ ତାର୍ ମାଙ୍ଗ୍ଲା ମାଇଜି ସଙ୍ଗ୍ ଟିକ୍ସଙ୍ଗ୍ ଚଲାଚଲ୍ତି କରି ନାପାର୍ଲାନି ଆରି ତାର୍ ଲାଲ୍ସା ସେ କନିଆ ଉପ୍ରେ ବଡିଗାଲାନି, । ତାର୍ ଇସାବେ ବିବା ଅଇବାର୍ ଆଚେ ଆକା ବଇଲେ, ସେ ବିବା ଅଇ ପାରେ । ଏଟାର୍ପାଇ କାଇ ପାପ୍ ନାଇ ।