34 ମାତର୍ ମୁଇ ତମ୍କେ କଇଲିନି ସପତ୍ କର୍ବା ବେଲେ ପର୍ମାନ୍ ନିୟମ୍ ପାକାଆ ନାଇ । ସରଗ୍ ନାଉଁ ଦାରି ରାନ୍ ପାକାଆ ନାଇ, କାଇକେବଇଲେ ସେଟା ପର୍ମେସରର୍ ବସ୍ବା ଜାଗା ।
ମାପ୍ରୁ କଇଲାନି, ସରଗ୍ ମର୍ ବସ୍ବା ଜାଗା ଦର୍ତନି ଅଇଲାନି ମର୍ ପାଦର୍ ପିଡା । ତମେ ମର୍ପାଇ କେନ୍ତାରି ଗର୍ ତିଆର୍ କର୍ସା ? ମୁଇ ପୁଣ୍ଡ୍ବାକେ କନ୍ତି ଜାଗା ଆଚେ କି ?
ଏ ମର୍ ବାଇବଇନିମନ୍, ତମେ କାତା ଦେଲା ବେଲେ ରାନ୍ ନିୟମ୍ ପାକାଆ ନାଇ । ସରଗର୍ କି ଏ ଜଗତର୍ ନାଉଁ ଦାରିକରି କାଇ ବିସଇ ରାନ୍ ପାକାଆ ନାଇ । ତମର୍ ଅଇବା କାତାଆଲେ “ ଉଁ ” ଆରି, ନ ଅଇବା କାତା ଆଲେ “ ନାଇ ” ବଲିକୁଆ । ସେନ୍ତାର୍ ରଇଲେ, ତମେ ପର୍ମେସରର୍ ବିଚାର୍ନାଟାନେ ଡଣ୍ତ୍ ନ ପାଆସ୍ ।