31 “ଜଦି କେ ମିସା ନିଜର୍ ମାଇଜିକେ ଚାଡିଦେବାକେ ମନ୍ କଲାନି, ସେ ତାକେ ରାଜିନାମା ପତର୍ ଲେକି ଚାଡିଦେଅ । ଏ ସିକିଆ ତମେ ଆଗ୍ତୁ ପାଇଆଚାସ୍ ।
କେତେଟା ପାରୁସିମନ୍ ଜିସୁକେ ବୁଲ୍ ଦାର୍ବାକେ ଚେସ୍ଟା କଲାଇ । ସେମନ୍ ତାର୍ ଲଗେ ଆସି ପାଚାର୍ଲାଇ, “ମସାର୍ ରିତିନିତି ଇସାବେ ଗଟେକ୍ ଲକ୍ କାଇଆଲେ ବୁଲର୍ ପାଇ ବଲି ତାର୍ ମାଇଜିକେ ଚାଡି ଦେଇ ପାରେ କି ?”
ପାରୁସିମନ୍ ଆରି ପାଚାର୍ଲାଇ, “ସେନ୍ତାର୍ ଆଲେ ମାଇଜିକେ ରାଜିନାମା ପତର୍ ଲେକି ଚାଡି ଦେବାକେ ମସା କାଇକେ ନିୟମ୍ କଲାଆଚେ ?”