ମାତିଉ 5:25 - ସତିଅର୍ ବାଟ୍ ନୁଆ ନିୟମ୍ 202025 ଜଦି କେ ତମର୍ ବିରଦେ ତମ୍କେ ବିଚାର୍ କର୍ବା ଜାଗାଇ ଜିବାକେ ବାଦିଅ କର୍ସି ବଇଲେ, ବିଚାର୍ ଜାଗାଇ ଜିବା ଆଗ୍ତୁ, ବେଲ୍ ରଇତେସେ ତାର୍ ସଙ୍ଗ୍ ରାଜି ଅ । ନଇଲେ ବିଚାର୍ କର୍ବା ଜାଗାଇ କେଟିଗାଲେ, ସେ ତମ୍କେ ବିଚାର୍କରୁକେ ସର୍ପି ଦେଇସି ଆରି ଅଇପାରେ ବିଚାର୍ କରୁ ତମ୍କେ ବନ୍ଦି ଗରେ ନେବାକେ ଜମାନ୍କେ ସର୍ପି ଦେଇସି । အခန်းကိုကြည့်ပါ။ |
ପର୍ମେସର୍ କଇବାଟା ସୁନା । “ ତମ୍କେ ଦୟା ଦେକାଇବା ବେଲା ସମାନ୍ ଅଇଲାକେ, ମୁଇ ତମେ ଗୁଆରି କଲାଟା ସୁନ୍ଲି । ଜନ୍ ଦିନେ ମୁଇ ମୁକ୍ଲାଇବା ଦିନ୍ ବଲି ଟିକ୍ କଲି, ସେ ଦିନେ ମୁଇ ତମ୍କେ ସାଇଜ କଲି ।” ସୁନା ! ପର୍ମେସର୍ ତମ୍କେ ତାର୍ ଆଲାଦ୍ ଦେକାଇବି ବଲି, ଟିକ୍ କଲା ଦିନ୍ ଆଜିସେ । ତମର୍ ପାପର୍ ଡଣ୍ଡେ ଅନି ସେ ତମ୍କେ ରକିଆ କର୍ବା ଦିନ୍ ଆଜି ସେ ।