23 ସେଟାର୍ପାଇ ତମେ ପର୍ମେସର୍କେ ବେଦି ଟାନେ ନିଜର୍ ଦାନ୍ ଦେଲା ବେଲେ, ତେଇ ତମର୍ ବିରୁଦେ ତମର୍ ବାଇର୍ କାଇମିସା କାତା ଆଚେ ବଲି ମନେ ଏତାଇଲୁସ୍,
ତମେ କେଡେବଡ୍ କାଣାମନ୍ ! କନ୍ଟା ମୁକିଅ ? ମାପ୍ରୁକେ ଦେଲାଟା କି, ମାପ୍ରୁକେ ଦେଲାଟା ସୁକଲ୍ କର୍ତେ ରଇବା ବେଦି ?
ସେନ୍ତି ବଇଲେ ବେଦିଲଗେ ବଲିଦେବାଟା ସଙ୍ଗଇଦେଇ ବାରିଜା, ଆଗେ ନିଜର୍ ବାଇ ସଙ୍ଗ୍ ମିସା, ତାର୍ ପଚେ ଆସି ତମର୍ ବଲି ଦିଆସ୍ ।”
ଜିସୁ ତାକେ କଇଲା, “ସୁନ୍, ତୁଇ କେନ୍ତିଅଇ ନିକ ଅଇଲୁସ୍, ଏ କାତା କାକେ ମିସା କ ନାଇ, ମାତର୍ ସିଦା ପୁଜାରିର୍ ଲଗେ ଜାଇକରି ନିଜ୍କେ ଦେକାଇ ଅ, ଆରି ତୁଇ ନିକ ଅଇ ଆଚୁସ୍ ବଲି ସବୁ ଲକର୍ ଟାନେ ଜାନାଇଅଇବାକେ ମସାର୍ ନିୟମ୍ ଇସାବେ ପର୍ମେସର୍କେ ସର୍ପିଦେସ୍ ।”
ମାତର୍ ତମେ ପାର୍ତନା କର୍ବା ବେଲେ ତମର୍ ମନେ କାର୍ ବିରଦେ ମିସା କାଇ କାତା ରଇଲେ, ତାକେ କେମା ଦିଆସ୍ । ଏନ୍ତି କଲେ ତମର୍ ସରଗର୍ ବାବା ମିସା ତମ୍କେ ତମର୍ ପାପେଅନି କେମା ଦେଇସି ।
ଜକିୟ ଟିଆଅଇ ଜିସୁକେ କଇଲା, “ଏ ମାପ୍ରୁ, ସୁନା ! ମର୍ ସଁପତିଅନି ଅଦାବାଗ୍ ଗରିବ୍ ଲକ୍ମନ୍କେ ଦାନ୍ କରିଦେବି । ଆରି ସିସ୍ତୁ ମାଙ୍ଗ୍ବା ବେଲାଇ କାର୍ଟା ଅନିଆଇକରି ଆନି ରଇଲାଟା ମୁଇ ଚାର୍ଗୁନ୍ ଅଦିକ୍ ବାଉଡାଇ ଦେବି ।”