ମାତିଉ 5:19 - ସତିଅର୍ ବାଟ୍ ନୁଆ ନିୟମ୍ 202019 ତେବର୍ପାଇ ଜେ ମିସା ନିୟମ୍ ତେଇ ରଇବା ସବୁଟାନେଅନି ସାନ୍ ଆଦେସ୍ ନ ମାନେ ଆରି ସେନ୍ତି କର୍ବାକେ ବିନ୍ ଲକ୍ମନ୍କେ ସିକାଇସି, ସେ ସରଗ୍ ରାଇଜେ ସବୁର୍ଟାନେଅନି ସାନ୍ ଲକ୍ ବଲି ଏଜାଇଅଇସି । ମାତର୍ ଜେ ନିୟମର୍ ସବୁ ବିସଇର୍ ସାନ୍ ଆଦେସ୍ ମାନ୍ସି ଆରି ସେଟା ବିନ୍ ଲକ୍ମନ୍କେ ସିକାଇସି, ସେ ସରଗ୍ ରାଇଜେ ବଡ୍ ଲକ୍ ବଲି ଏଜାଇଅଇସି । အခန်းကိုကြည့်ပါ။ |
ମୁଇ ତକେ ଲେକିରଇବା ଏ ସବୁ ବିସଇ ସତ୍ ବଲି ମାନିଅଇସି । ତେବର୍ପାଇ ମୁଇ ତକେ ବାବୁଜିଆକରି କଇଲିନି, ତୁଇ ସିକାଇବାବେଲେ ଏ ସବୁ ବିସଇ ନ ପାସ୍ରି ଏତାଇତେ ର । ଜେନ୍ତାରିକି ପର୍ମେସର୍କେ ଜେତ୍କି ଲକ୍ ବିସ୍ବାସ୍ କର୍ବାଇ, ସେମନ୍ ସବୁ ଦରମ୍ କାମ୍ କର୍ବାକେ ମନ୍ଦିଆନ୍ ଦେବାଇ । ଏନ୍ତାରି ସିକିଆ ଦେଲେ ସବୁ ଲକର୍ପାଇ ସେଟା ନିକ ଆରି କାମ୍କେ ଆଇସି ।