ମାତିଉ 5:12 - ସତିଅର୍ ବାଟ୍ ନୁଆ ନିୟମ୍ 202012 ସାର୍ଦା ଅଇ ସାର୍ଦାଇ ରୁଆ, କାଇକେବଇଲେ ସର୍ଗେ ତମର୍ ପାଇ ବଡ୍ ପୁରୁସ୍କାର୍ ସଙ୍ଗଇଲା ଆଚେ । ମନେରକା ସେନ୍ତାରି ତମର୍ ଆଗ୍ତୁ ରଇଲା ବବିସତ୍ବକ୍ତାମନ୍ ମିସା ଦୁକ୍ପାଇ ରଇଲାଇ ।” အခန်းကိုကြည့်ပါ။ |
ଜିସୁ କଇଲା, “ଏ ଜିରୁସାଲମର୍ ଲକ୍ମନ୍ ! ପର୍ମେସର୍ ତମର୍ଟାନେ ଜେତ୍କି ପାଟାଇରଇଲା ବବିସତ୍ବକ୍ତାମନ୍କେ ମାରି ମରାଇଲାସ୍ ! ଆରି ପେରିତ୍ମନ୍କେ ତର୍କେ ତର୍ ପାକ୍ନା ମାରି ମରାଇଲାସ୍ । ତେବେ ତମର୍ପାଇ ମର୍ ଲଗେ ଗଟେକ୍ କାତା ଆଚେ । ମାଇ କୁକୁଡା ଜେନ୍ତି ତାର୍ ଟିଅଁମନ୍କେ ଡେନା ତଲେ ରୁଣ୍ଡାଇସି, ମୁଇ ସେନ୍ତି କେତେ ତର୍ ତମ୍କେ ରକିଆ କର୍ବାକେ ମନ୍ କଲି । ମାତର୍ ସେନ୍ତି କର୍ବାକେ ତମେ ନ ଦିଆସ୍ ।