8 ତାର୍ ପଚେ ସଇତାନ୍ ଜିସୁକେ ବେସି ଉଁଚ୍ ରଇବା ଗଟେକ୍ ଡଙ୍ଗର୍ ଟିପେ ଡାକି ଦାରିଗାଲା । ଆରି ଦୁନିଆର୍ ସବୁ ରାଇଜର୍ ଦନ୍ ସଁପତି ଦେକାଇ କଇଲା,
ଜଦି ଗଟେକ୍ ଲକ୍, ଗୁଲାଇ ଜଗତ୍ ଜିତିକରି ନିଜର୍ ଜିବନ୍ ଆରାଇଦେଇସି ବଇଲେ ସେଟା କାଇ ଲାବ୍ ? ଜିବନ୍ ବାଉଡାଇ ପାଇବାକେ ଆଲେ ସେ କାଇଟା ମିସା ଦେଇ ନାପାରେ ।
ତେଇଅନି ସଇତାନ୍ ଜିସୁକେ ସୁକଲ୍ ଗଡ୍ ଜିରୁସାଲାମ୍ ଡାକିନେଲା । ତେଇ ତାକେ ମନ୍ଦିର୍ ଟିପେ ଟିଆ କରାଇ କଇଲା,
ବାବା ମକେ ଆଲାଦ୍ କର୍ସି ଆରି ନିଜେ ଜନ୍ଟା କର୍ସି, ସେ ସବୁ ମକେ ଦେକାଇସି । ଆରି ଏବେ ଜାଇଟା ଗଟ୍ଲା ଆଚେ, ତାର୍ତେଇଅନି ଅଦିକ୍ ବଡ୍ ବଡ୍ କାବାଅଇଜିବା କାମ୍ମନ୍ ମକେ ଦେକାଇସି । ସେଟା ସବୁ ଦେକି ତମେ ସବୁଲକ୍ କାବାଅଇଜାଇସା ।
ସାସ୍ତରେ ଲେକାଅଇଲାପାରା, ଗୁଲାଇ ମୁନୁସ୍ ଜାତି ଗାଁସ୍ ପାରା । ତାକର୍ ବାନିମୁର୍ତି ଗାଁସର୍ ପୁଲ୍ପାରା । ଗାଁସ୍ ସୁକିଜାଇସି ଆରି ପୁଲ୍ ଜଡିଜାଇସି ।
ତାର୍ପଚେ ସାତ୍ ଲମର୍ ଦୁତ୍ ତାର୍ ମଇରି ପୁକ୍ଲା । ଆରି ଏଦେ ଦେକା ! ସର୍ଗେ ଜବର୍ ଆଉଲି ଅଇବାଟା ସୁନିଅଇଲା । ଜଗତ୍କେ ସାସନ୍ କର୍ବା ବପୁ ଆମର୍ ମାପ୍ରୁ ଆରି ତାର୍ ମସିଅକେ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ସି ।