25 ଆନି ରଇବା ସବୁ ଲକ୍ମନ୍କେ ଜିସୁ ନିକ କଲା । ଗାଲିଲି ଅନି ଆରି ଦସ୍ଟା ସଅରେଅନି, ଆରି ଜିରୁସାଲାମ୍, ଜିଉଦା ଆରି ଜର୍ଦନ୍ ସେବାଟେ ରଇଲା ଜାଗାମନର୍ତେଇଅନି ବେସି ଲକ୍ମନ୍ ଜିସୁର୍ ସଙ୍ଗ୍ ଗାଲାଇ ।
ତାର୍ ବିରୁଦେ ପାଁଚ୍ବାଟା ସୁନିକରି, ଜିସୁ ସେ ଜାଗା ଚାଡି ବିନେ ଉଟିଗାଲା । କେତେକ୍ କେତେକ୍ ଲକ୍ ତାର୍ ପଚେ ପଚେ ଗାଲାଇ । ଆରି ସେ ସବୁ ରଗି ଲକ୍ମନ୍କେ ନିକ କଲା ।
ବେସି ଲକ୍ମନ୍ ତାର୍ ସଙ୍ଗ୍ ଗାଲାଇ ଆରି ସେ କେତେକ୍ କେତେକ୍ ରଗିମନ୍କେ ନିକ କଲା ।
“ଜର୍ଦନ୍ ଗାଡ୍ ସେପାଟେ ସମ୍ଦୁରେ ଜିବା ବାଟେ ରଇଲା ସବ୍ଲୁନ୍ ଆରି ନାପ୍ତାଲି ନାଉଁର୍ ଦୁଇଟା ଦେସ୍, ଅବିସ୍ବାସି ମନର୍ ଗାଲିଲି !
ଜିସୁ ଜବର୍ ଲକ୍ମନ୍ ତାର୍ଟାନେ ଆଇବାଟା ଦେକି ଡଙ୍ଗର୍ ଉପ୍ରେ ଜାଇ ବସ୍ଲା । ସିସ୍ମନ୍ ତାକେ ଚାରିବେଡ୍ତି ଗେରି ରଇଲାଇ ।
ଜିସୁ ଡଙ୍ଗ୍ରେ ଅନି ଉତ୍ରି ଆଇଲା ଦାପ୍ରେ, ବେସି ଲକ୍ମନ୍ ତାର୍ ପଚେ ପଚେ ଇଣ୍ଡ୍ଲାଇ ।
ତେଇଅନି ସେ ଲକ୍ ଜାଇକରି, ଜିସୁ ତାର୍ପାଇ ଜନ୍ ବଡ୍ କାମ୍ କରିରଇଲା, ସେ ସବୁ ଦେକାପଲି ନଅରେ, ଗାଉଁମନ୍କେ କଇବୁଲ୍ଲା । ତେଇ ସବୁଲକ୍ କାବା ଅଇଗାଲାଇ ।
ବିସ୍ରାମ୍ବାର୍ ଆଇଲାକେ, ସେ ଜିଉଦିମନର୍ ପାର୍ତନା ଗରେ ସିକିଆ ଦେବାର୍ ଦାର୍ଲା, ଆରି କେତେ କେତେ ଲକ୍ ତାର୍ କାତା ସୁନି କାବା ଅଇ କଇଲାଇ, “ଏ ଲକ୍ ଏ ସବୁଜାକ କନ୍ତି ଅନି ସିକ୍ଲା ? ଆରି, ଆକେ ଏନ୍ତାରି ଗିଆନ୍ କେ ଦେଲା ? ଆରି କେବେ ନ ଅଇବା କାମର୍ ବପୁ କନ୍ତିଅନି ପାଇଲା ?
ଜିସୁ ଆରିତରେକ୍ ସର ସନ୍ଦିଅନି ଜାଇ ସିଦନ୍ ଦେଇ ଦେକାପଲି ଦସ୍ଟା ସଅରେ ଉତ୍ରି ଗାଲିଲି ସମ୍ଦୁରେ ଗାଲା ।
ଆରି ଜିସୁ ପେରିତ୍ମନର୍ ସଙ୍ଗ୍ ଉତ୍ରିକରି, ଗଟେକ୍ ସଦ୍ରମ୍ ରଇଲା ଜାଗାଇ ଟିଆଅଇଲା । ଆରି ତେଇ ତାର୍ ବେସି ସିସ୍ମନ୍, ଜିଉଦା ରାଇଜର୍ ବେସି ଲକ୍, ଜିରୁସାଲାମ୍ ଆରି ସମ୍ଦୁର୍ ପାଲି ରଇବା ସର ଆରି ସିଦନ୍ ସଅରେଅନି ବେସି ଲକ୍ମନ୍ ରୁଣ୍ଡିରଇଲାଇ ।
ସବୁଲକ୍ମନ୍ ଜିସୁକେ ଚିଇବାକେ ଚେସ୍ଟା କର୍ତେରଇଲାଇ । କାଇକେବଇଲେ ତାର୍ ଗାଗ୍ଡେଅନି ମାପ୍ରୁର୍ ବପୁ ବାରଇତେରଇଲା ଆରି ସବୁଲକ୍ମନ୍କେ ନିକ କରତେରଇଲା ।