4 ଜାଗୁଆଲ୍ମନ୍ ଦୁତ୍କେ ଦେକି ଡରି ତର୍ତରି ଗାଲାଇ ଆରି ମଲା ଲକର୍ପାରା ଅଇଗାଲାଇ ।
ମାଇଜିମନ୍ ତେଇଅନି ଇଣ୍ଡିଜାଇତେ ରଇଲାଇ । ଜିବାବେଲେ ଜିସୁକେ କବର୍ ଦେଇ ରଇବାଟାନେ ଜାଗି ରଇଲା କେତେଟା ସନିଅମନ୍ ନଅରେ ବାଉଡି ଗାଲାଇ । ଜାଇକରି ମୁକିଅ ପୁଜାରିମନ୍କେ ଏ ସବୁ ଅଇଲାଟା ଜାନାଇଲାଇ ।
ତାର୍ ଗୁଲାଇ ଗାଗଡ୍ ବିଜ୍ଲି ପାରା ଜଟକ୍ତେରଇଲା ଆରି ସେ ପିନ୍ଦିରଇବାଟା ବରପ୍ ପାରା ଚିଟ୍ ଦବ୍ ରଇଲା ।
ସରଗର୍ ଦୁତ୍ ମାଇଜିମନ୍କେ କଇଲା, “ଡରା ନାଇ । ମୁଇ ଜାନି, ତମେ କୁର୍ସେ ମରିରଇବା ଜିସୁକେ ଦେକ୍ବାର୍ ଆସିଆଚାସ୍ ।
ବନ୍ଦି ଗର୍ ଜାଗୁଆଲ୍ ଗଟେକ୍ ବତି ଆନ୍ବାକେ ତିଆର୍ଲା । ଆରି ସେ ବତି ଦାର୍ଲା ଆରି ତର୍ତରି ତର୍ତରି ଆସି ପାଉଲ୍ ଆରି ସିଲାର୍ ଗଡ୍ ତଲେ ଅଦର୍ଲା ।
ତାକେ ଦେକିକରି ମୁଇ ମଲାପାରା ଅଇକରି ତାର୍ ପାଦ୍ତଲେ ଅଦ୍ରି ଗାଲି । ତାର୍ ପଚେ ସେ ମର୍ ଉପ୍ରେ ତାର୍ ଉଜା ଆତ୍ ସଙ୍ଗଇ କରି କଇଲା, ଡର୍ନାଇ, ମୁଇସେ ଆରାମ୍ ମୁଇସେ ସେସ୍ ।