3 ତାର୍ ଗୁଲାଇ ଗାଗଡ୍ ବିଜ୍ଲି ପାରା ଜଟକ୍ତେରଇଲା ଆରି ସେ ପିନ୍ଦିରଇବାଟା ବରପ୍ ପାରା ଚିଟ୍ ଦବ୍ ରଇଲା ।
ସିସ୍ମନ୍ ଦେକ୍ଲା ଦାପ୍ରେ ଜିସୁ, ଗଟେକ୍ ଦେକ୍ଲେ କାବା ଅଇଜିବା ରୁପ୍ ଅଇ ବାଦ୍ଲି ଗାଲା । ତାର୍ ମୁ ବେଲ୍ ପାରା ଉଜଲ୍ ଅଇଲା ଆରି ପଚିଆର୍ ଉଜଲ୍ ପୁଲ୍ପାରା ଦବ୍ ଡିସ୍ଲା ।
ଜାଗୁଆଲ୍ମନ୍ ଦୁତ୍କେ ଦେକି ଡରି ତର୍ତରି ଗାଲାଇ ଆରି ମଲା ଲକର୍ପାରା ଅଇଗାଲାଇ ।
ସେବେଲା ସେମନ୍ ସେ ଜାଗା ବିତ୍ରେ ପୁରିକରି ଦେକ୍ଲାବେଲେ ଗଟେକ୍ ବିଜ୍ଲି ପାରା ଜଗ୍ଜଗି ଜାଇତେରଇବା ଦବ୍ ପଚିଆ ପିନ୍ଦିରଇବା ଦାଙ୍ଗ୍ଡା, ଜିସୁର୍ ମଡ୍ ସଙ୍ଗଇରଇଲା ଜାଗାର୍ ଉଜାବାଟେ ବସିରଇଲା । ସେଟା ଦେକି ସେମନ୍ ବେସି ଡରିଜାଇ କାବା ଅଇଗାଲାଇ ।
ଆରି ତାର୍ ପଚିଆ ବେସି ଜଗ୍ଜଗି ଜାଇ, ଦବ୍ ଅଇଗାଲା । ଆରି ଏ ଦୁନିଆ ଇସାବେ କେ ମିସା ସେନ୍ତି ଦବ୍ କରି ଦଇନାପାରତ୍ ।
ଆରି ଏଦେ ଦେକା ! ତେଇ ଦବ୍ପଚିଆ ପିନ୍ଦିରଇବା ଦୁଇଟା ସରଗର୍ ଦୁତ୍ମନ୍ ଜିସୁକେ ଜନ୍ ଜାଗାଇ ସଙ୍ଗଇରଇଲାଇ, ଗଟେକ୍ ଲକ୍ ମୁଣ୍ଡ୍ବାଟେ ଆରିଗଟେକ୍ ଲକ୍ ଗଡ୍ବାଟେ ବସିରଇଲାଟା ଦେକ୍ଲା ।
ସେ ସର୍ଗେ ଗାଲାପଚେ ମିସା ସେମନ୍ ଆଁକି ମରାଇକରି ଉପ୍ରେ ସେ ଦେକ୍ତେ ରଇଲାଇ । ସେଡ୍କିବେଲେ ଏଦେ ଦେକା ! ଦବ୍ ପଚିଆ ପିନ୍ଦ୍ଲା ଦୁଇ ଲକ୍, ସେମନର୍ ମୁଆଟେ ଆସି ଟିଆଅଇଲାଇ ।
ତାର୍ପଚେ ଏଦେ ଦେକା ! ସର୍ଗେଅନି ଆରି ଗଟେକ୍ ବଡ୍ ଦୁତ୍ ଉତ୍ରି ଆଇବାଟା ମୁଇ ଦେକ୍ଲି । ତାକେ ଗଟେକ୍ ବାଦଲ୍ ଗୁଡାଇରଇଲା ଆରି ମୁଣ୍ଡେ ଗଟେକ୍ ଇନ୍ଦର୍ଦୁନୁ ଗୁଡିଆଇ ଅଇରଇଲା । ତାର୍ ମୁ ବେଲ୍ ପାରା ରଇଲା । ତାର୍ ଗଡ୍ମନ୍ ଜଇର୍ କୁନାଦି ପାରା ରଇଲା ।
ତାର୍ପଚେ ଏଦେ ଦେକା ! ସର୍ଗେଅନି ଆରି ଗଟେକ୍ ଦୁତ୍ ଉତ୍ରିଆଇବାଟା ମୁଇ ଦେକ୍ଲି । ତାକେ ବେସି ଅଦିକାର୍ ରଇଲା । ଆରି ତାର୍ ଉଜଲ୍ ଗୁଲାଇ ଜଗତେ ବର୍ତି ଅଇଗାଲା ।