1 ବିସ୍ରାମ୍ବାରର୍ ଆର୍କର୍ ଦିନେ, ରଇବାର୍ ସାକାଲେ ମଗ୍ଦଲିନି ମରିୟମ୍ ଆରି ବିନ୍ ମରିୟମ୍ ଜିସୁକେ ସଙ୍ଗଇରଇବା କବର୍ ଦେକ୍ବାର୍ ଗାଲାଇ ।
ସେମନର୍ ବିତ୍ରେ ମଗ୍ଦଲିନି ମରିୟମ୍, ଜାକୁବ୍ ଆରି ଜସେପର୍ ମାଆ ମରିୟମ୍ ଆରି ଜେବଦିର୍ ମାଇଜି ରଇଲାଇ ।
ମଗ୍ଦଲିନି ମରିୟମ୍ ଆରି ବିନ୍ ମରିୟମ୍ ଜିସୁକେ କବର୍ ଦେଲା ପାଆର୍ ମୁଆଟେ ବସି ରଇଲାଇ ।
ସେମନ୍ ବାଉଡିଜାଇ ବାସ୍ନା ଚିକନ୍ ଆରି ବାସ୍ନା ଦିନ୍ସୁ ତିଆର୍ କର୍ତେ ରଇଲାଇ । ସେ କାମ୍ ସାର୍ବାକେ ବିସ୍ରାମ୍ଦିନ୍ କେଟ୍ଲା । ଆରି ସେ ଦିନେ ମସାର୍ ନିୟମ୍ ଇସାବେ, ସେମନ୍ ବିସ୍ରାମ୍ କଲାଇ ।
ଆଟର୍ ପର୍ତୁମ୍ ଦିନର୍ ସାକାଲେ, ମାଇଜିମନ୍ ସେମନ୍ ତିଆର୍ କରିରଇବା ବାସ୍ନା ଦିନ୍ସୁ ଆରି ବାସ୍ନା ଚିକନ୍ ଦାରି ଜିସୁର୍ ମଡ୍ ରଇଲା ପାଆରେ ଗାଲାଇ ।
ଆମର୍ ଦଲର୍ କେତେଟା ମାଇଜିମନ୍ ଆମ୍କେ କାବାଅଇଜିବା କାତା କଇଲାଇ । ସେମନ୍ ଆଜି ସାକାଲ୍ ସାକାଲ୍ ତାର୍ ମଡ୍ ରଇବା ପାଆରେ ଗାଲାଇ ।