8 ତେବର୍ ପାଇ ଆଜିକେ ଜାକ ସେ ଜାଗାକେ ବନିର୍ ଜାଗାବଲିକରି କଇଲାଇନି ।
ସେ ଡାବୁ କେନ୍ତାରି କର୍ଚ କରିଅଇସି, ଏ ବିସଇର୍ କାତାବାର୍ତା ଅଇ କୁମାର୍କେତ୍ ନାଉଁର୍ କଣ୍ଡେକ୍ ଜମି ଗେନ୍ଲାଇ । ଏଟା ବିନ୍ ଦେସର୍ ମଲା ଲକ୍ମନର୍ ପାଇ କବର୍ ଦେବା ଜାଗା ଅଇଲା ।
ସନିଅମନ୍ ଡାବୁ ନେଇକରି, ସେମନ୍କେ କଇରଇଲା ଇସାବେ କାମ୍ କଲାଇ । ସେମନ୍ ସେବେଲେ ଜେନ୍ତି କଇରଇଲାଇ, ଜିଉଦିମନ୍ ଆଜିକେ ଜାକ ସେ କାତା ଜାନାଇଲାଇନି ।
ଜିରୁସାଲମ୍ ନଅରେ ବାସାଅଇରଇବା ସବୁ ଲକ୍ମନ୍ ଏ ସବୁ ବିସଇ ସୁନ୍ଲାଇ । ସେମନର୍ ବାସାଇ ସେ ଜମିର୍ ନାଉଁ ଆକେଲ୍ଦାମା ତାର୍ ଅରତ୍ ଅଇଲାନି ବନିର୍ ପଦା ବଲି ନାଉଁ ଦେଲାଇ ଆଚତ୍ ।