5 ଜିଉଦା ସେମନ୍ ଦେଇରଇବା ରୁପାଟାଙ୍ଗା ମନ୍ଦିର୍ ବିତ୍ରେ ପିଙ୍ଗିଦେଇ ଉଟିଗାଲା । ତାର୍ପଚେ ସେ ଜାଇକରି ଗାଲାଇ ଡର୍ ବାନ୍ଦି ଉଚ୍କିଅଇ ମରିଗାଲା ।
“ଏ ଲକ୍ ମୁଇ ପର୍ମେସରର୍ ମନ୍ଦିର୍ ବାଙ୍ଗାଇ ଦେଇ, ସେଟା ତିନ୍ ଦିନ୍ ବିତ୍ରେ ଆରି ତରେକ୍ ଉଟାଇ ଦେଇପାରି । ” ବଲି କଇରଇଲା ।
ମୁକିଅ ପୁଜାରିମନ୍ ଜିଉଦା ପିଙ୍ଗି ରଇଲା ରୁପାଟାଙ୍ଗାମନ୍ ଟୁଲିଆଇ କଇଲା, “ଏଟା ବନିର୍ ମୁଲିଅ, ଏଟା ମନ୍ଦିରର୍ ଦାନ୍ଦେବା ଜାଗାଇ ସଙ୍ଗଇବାଟା ନିୟମ୍ ବିରୁଦର୍ କାମ୍ ।”
ଏତ୍କି ଅଇବା ବିତ୍ରେ ଲକ୍ମନ୍ ଜିକରିୟକେ ବାଇରେ ଜାଗିରଇଲାଇ ଆରି ଦେଉଲେ ତାର୍ ଅଲ୍ସମ୍ ଅଇଲାଜେ ସେମନ୍ କାବାଅଇ ଜାଇତେରଇଲାଇ ।
ରିତିନିତି ଇସାବେ ଜିକରିୟର୍ ନାଉଁ କେଡ୍ ପୁଟ୍ଲାଜେ ତାକେ ମାପ୍ରୁର୍ ମନ୍ଦିରେ ଜାଇକରି ବେଦିଟାନେ ଦୁପ୍ ଦେବାକେ ପଡ୍ଲା ।