44 ଜିସୁର୍ ସଙ୍ଗ୍ କୁର୍ସେ ଚଗିରଇବା ଦୁଇଟା ଚର୍ମନ୍ ମିସା ତାକେ ସେନ୍ତାରି କିଜାଇଲାଇ ।
ତାର୍ପଚେ ସେମନ୍ ତେଇ ଦୁଇଟା ଚର୍ମନ୍କେ ଆନ୍ଲାଇ । ଗଟେକ୍କେ ଜିସୁର୍ ଉଜା ବାଟେ ଆରି ଗଟେକ୍କେ ତାର୍ ଡେବ୍ରି ବାଟେ କୁର୍ସେ ଚଗାଇଲାଇ ।
“ତମେ ସତଇସେ ଇସ୍ରାଏଲର୍ ରାଜା କିରିସ୍ଟ ଅଇରଇଲେ, କୁର୍ସେ ଅନି ଉତ୍ରି ଆଉ । ସେନ୍ତି ଅଇଲେ ଆମେ ଦେକିକରି ବିସ୍ବାସ୍ କର୍ବୁ ।” ବଲି କଇଲାଇ । ଜନ୍ ଲକ୍ମନ୍କେ ଜିସୁର୍ ସଙ୍ଗ୍ କୁର୍ସେ ଚଗାଇରଇଲାଇ, ସେମନ୍ ମିସା ଜିସୁକେ ନିନ୍ଦା କଲାଇ ।
କାଇକେବଇଲେ କିରିସ୍ଟ ନିଜ୍କେ ସାର୍ଦା କରାଏ ନାଇ । ମାତର୍ ସାସ୍ତରେ ଏନ୍ତାରି ଲେକାଅଇଲାଆଚେ, ଜନ୍ ଲକ୍ମନର୍ କାରାପ୍ କାତା ତମ୍କେ ନିନ୍ଦାକଲା, ସେଟା ମକେମିସା ନିନ୍ଦା କଲାଇ ।
ମାତର୍ ତମର୍ ବିତ୍ରେ ଜଦି କାକେ ଗିଆନ୍ ଉନା ରଇ, ଗିଆନ୍ ପାଇବାର୍ଆଲେ ପର୍ମେସର୍କେ ମାଙ୍ଗା । ସେ ତାର୍ ଆତ୍ ମେଲାକରି, ଦସ୍ ନ ଦାରି ସବୁକେ ଦାନ୍ କର୍ସି ।