4 “ଗଟେକ୍ କାଇ ଦସ୍ ନ ରଇଲା ଲକ୍କେ ମୁଇ ବିସ୍ବାସେ ବିସ୍ ଦେଲାପାରା କରି ବଡ୍ ପାପ୍ କରିଆଚି ।” ସେମନ୍ କଇଲାଇ, “ତେଇ ଆମର୍ କାଇଟା ଆଚେ ? ସେଟା ତର୍ ନିଜର୍ କାତା ।”
ପିଲାତ୍ ବିଚାର୍ନା ଜାଗାଇ ବସି ରଇଲାବେଲେ ତାର୍ ମାଇଜି ଗଟେକ୍ କବର୍ କଇଲା, “କାଇ ଦସ୍ପାପ୍ ନ କଲା ସେ ଲକ୍କେ କାଇଟା କରା ନାଇ । କାଲି ରାତି ସପ୍ନେ ତାର୍ ଲାଗି ମୁଇ ବେସି କସ୍ଟ ପାଇଲି । ”
ଦର୍ତନି ଚୁଲ୍ବୁଲି ବିନ୍ ବିନ୍ ଗଟ୍ନା ଅଇବାଟା ଦେକି, ଜିସୁକେ ଜାଗିରଇବା ସନିଅମନର୍ ମୁକିଅ ଆରି ବିନ୍ ସନିଅମନ୍ ଡରିଗାଲାଇ । ସେମନ୍ କଇଲାଇ, “ସତଇସେ ଏ ନିଜେ ପର୍ମେସରର୍ ପଅ ଆକା !”
ତାର୍ପଚେ ପିଲାତ୍ ସେମନ୍କେ ଆଗେ ଦୁଇତର୍ ପାଚାର୍ଲାଟା ଚାଡି ଆରିତରେକ୍ ସମାନ୍ଟାସେ କଇଲା, “କାଇକେ ? ସେ କାଇ ବୁଲ୍ କଲାଆଚେ ଜେ ? ତାର୍ଟାନେ କାଇମିସା ମରନ୍ ପାଇବା ଡଣ୍ଡ୍ ଏତ୍କି ଦସ୍ ମିଲେ ନାଇ । ଏନ୍ତି ବଇଲେ ମିସା ତାକେ କର୍ଡା ମାଡ୍ ମାରି ଚାଡି ଦେବି ।”
ଆରି ଆମେ ବୁଲ୍କରି ନିୟମ୍ ଇସାବେ ଡଣ୍ଡ୍ ପାଇଲୁନି । ମାତର୍ ସେତା କାଇ ବୁଲ୍ କରେ ନାଇ ।”
ରମିୟ ସନିଅମନର୍ ସେନାପତି ଏ ଗଟ୍ନା ଦେକି, ପର୍ମେସରର୍ ମଇମା କରି କଇଲା, “ସତଇସେ ଏ ଗଟେକ୍ ଦରମ୍ ଲକ୍ ରଇଲା ।”
ଜିଉଦି ନେତାମନ୍ ତାକେ କଇଲାଇ, “ଆମର୍ ଗଟେକ୍ ନିୟମ୍ ଆଚେ । ସେ ନିୟମ୍ ଇସାବେ ଏ ମର୍ବାର୍ ଆଚେ ଆକା । କାଇକେ ବଇଲେ ସେ ନିଜେ ମୁଇ ପର୍ମେସରର୍ ପିଲା ବଲି ଦାବି କଲାଆଚେ ।”
ଜିସୁକେ ବେସି ଲକ୍ ଦସ୍ଦେଲାଇ । ମାତର୍ କେ ମିସା ମରନର୍ ଡଣ୍ଡ୍ ପାଇବା ଏତ୍କି ଦସ୍ କଜି ନାପାର୍ଲାଇ । ଏଲେମିସା ତାକେ ମରନର୍ ଡଣ୍ଡ୍ ଦେବାକେ ପିଲାତ୍କେ ବାଦିଅ କଲାଇ ।
ଆମେ ଜାନୁ, ଜନ୍ ଲକ୍ମନ୍ ନିୟମର୍ ସାସନ୍ ତଲେ ଆଚତ୍, ତେଇର୍ ସବୁ ବିଦିବିଦାନ୍ ମାନ୍ବାକେ ବାଦିଅ । ପରମେସର୍ ଜେଡେବଲ୍ ଗୁଲାଇ ଜଗତର୍ ବିଚାର୍ କର୍ସି, ନିୟମ୍ ନ ମାନ୍ଲା ଲକ୍ମନ୍ କାଇ କାମ୍ ମିସା ଦେକାଇକରି, ଦସ୍ କରିନାଇ ବଲି କଇନାପାରତ୍ ।
ଏନ୍ତାରି ସିକିଆ ଦେବାବେଲେ ଏଟା ସତ୍ ସିକିଆବଲି ଲକ୍ମନ୍ ମାନ୍ବାଇ । ମାତର୍ ସେଟା ମିଚ୍ ସିକିଆ ରଇସି । ସେମନ୍ ଟିକ୍ କଲାଇନି କି ବୁଲ୍ କଲାଇନି, ସେଟା ନିଜେ ଜାନି ନ ରଅତ୍ । ଜେନ୍ତାରି କି ତପ୍ଲା ଲୁଆସଙ୍ଗ୍ ମାଉଁସ୍ଟାନେ ଚାପ୍ଲେ ମରିଜାଇସି, ସେନ୍ତାରିସେ ।
ଏ ଲକ୍ମନ୍ ପର୍ମେସର୍କେ ଜାନିଆଚୁ ବଲି କଇ ବୁଲ୍ବାଇ, ମାତର୍ ତାକର୍ ଚଲାଚଲ୍ତିଟାନେ ସେଟା ନ ଡିସେ । ସେମନ୍ ଗିନ୍ କର୍ବାଲକ୍, କାତା ନ ମାନ୍ବା ଲକ୍ ଆରି କାଇ ଦରମ୍ ବିସଇ କଇବାକେ ନାପାରତ୍ ।
ତେବର୍ପାଇ ଜିସୁ ଅଇଲାନି ଆମର୍ ବଡ୍ ପୁଜାରି । ସେ ଆମର୍ପାଇ ସମାନ୍ ଆଚେ । କାଇକେବଇଲେ ସେ ସୁକଲ୍, ତାର୍ଟାନେ କାଇ ବୁଲ୍, କି ପାପ୍ ନାଇ । ଆମର୍ ପାପିମନର୍ଟାନେଅନି ସେ ପୁରାପୁରୁନ୍ ବିନ୍ଆଚେ । ଆରି ପର୍ମେସର୍ ତାକେ ସରଗ୍ ଜେତ୍କି ଜାଇ ଉଟାଇଆଚେ ।
ମାତର୍ ବେସି ମୁଲିଅ ରଇବା ଜିସୁକିରିସ୍ଟର୍ ବନି, ଜନ୍ଟା ସେ ତାର୍ ମରନେ ରକଇଦେଲା । କାଇ ଦସ୍ କି କାଇ ଅବାବ୍ ନ ରଇବା ମେଣ୍ଡାପିଲା ପାରା ବଲିଅଇଲା ।
ଆମେ କୟିନର୍ପାରା ଅଇବାର୍ ନାଇ । ସେ ଗଟେକ୍ ସଇତାନର୍ ଲକ୍ ରଇଲା । ଜେକି ଜେତ୍କି କାରାପ୍ କାମ୍ କରାଇସି । ସେ ତାର୍ ସାନ୍ବାଇକେ ମିସା ମରାଇଲା । ସେ କାଇକେ ସେନ୍ତାରି କଲା ? କାଇକେବଇଲେ, ତାର୍ ନିଜର୍ ଜେତ୍କି କାମ୍ କାରାପ୍ ରଇଲା, ତାର୍ ବାଇ ଏବଲର୍ କାମ୍ମନ୍ ସେତ୍କି ଦରମ୍ ରଇଲା ।
ଏ ଦୁଇ ଲକ୍ ମଲାର୍ପାଇ, ଜଗତର୍ ଲକ୍ ସାର୍ଦା ଅଇବାଇ । ଏ ଦୁଇଟା ବବିସତ୍ବକ୍ତାମନ୍ ଜଗତେ ବେସି ଦୁକ୍କସ୍ଟ ଆନାଇଲାଇଜେ ଲକ୍ମନ୍ ସାର୍ଦା ଅଇବାଇ ଆରି ସାଇସାର୍ଦା ଅଇକରି ସାର୍ଦା ଅଇବା ଜିନିସ୍ମନ୍ ଦିଆନିଆ ଅଇବାଇ ।