30 ସେମନ୍ ଜିସୁର୍ ଉପ୍ରେ ତୁକି ପାକାଇଲାଇ ଆରି ସେ ଦାରି ରଇବା ଡାଙ୍ଗ୍ସଙ୍ଗ୍ ତାର୍ ମୁଣ୍ଡେ ମାର୍ଲାଇ ।
ତାର୍ ପଚେ ସେମନ୍ ଜିସୁର୍ ମୁଏଁ ତୁକ୍ଲାଇ ଆରି ମାର୍ଲାଇ । କେତେ ଲକ୍ ତାକେ ଚାପଡ୍ ସଙ୍ଗ୍ ମାରି କଇଲାଇ,
ସେମନ୍ ମକେ ଟାପ୍ରା କର୍ବାଇ, ମର୍ ଉପ୍ରେ ତୁକ୍ବାଇ । ମକେ କର୍ଡା ସଙ୍ଗ୍ ମାର୍ବାଇ, ଆରି ସାରାସାରି ମରାଇବାଇ । ମାତର୍ ମରିକରି ତିନ୍ଦିନ୍ ଗାଲାପଚେ, ମୁଇ ଆରି ତରେକ୍ ମଲାଟାନେଅନି ଉଟ୍ବି ।”
ତେଇ ରଇଲା କେତେ ଲକ୍ମନ୍ ତାର୍ ଉପ୍ରେ ତୁକ୍ବାର୍ ଦାର୍ଲାଇ । କେତେଲକ୍ମନ୍ ତାର୍ ମୁଏଁ ଡାବିକରି ତାକେ ବିଦାସଙ୍ଗ୍ ମାର୍ଲାଇ । ତାକେ କିଜାଇକରି କଇଲାଇ, “ତୁଇ ଜଦି ପର୍ମେସରର୍ କାତା କଇବା ବବିସତ୍ବକ୍ତା ବଇଲେ, ତକେ କେ ମାର୍ଲା କ ?” ପଚେ ସନିଅମନ୍ ତାକେ ଦାରିଜାଇକରି ମାର୍ଲାଇ ।
ସେମନ୍ ତର୍କେତର୍ ବେତ୍ ଡାଙ୍ଗ୍ ସଙ୍ଗ୍ ତାର୍ ମୁଣ୍ଡେ ମାର୍ତେରଇଲାଇ ଆରି ତାର୍ ଉପ୍ରେ ତୁକି କିଜାଇକରି ମାଣ୍ଡିକୁଟା ଦେଇ ଜୁଆର୍ କଲାଇ ।