20 ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ବାର୍ବାକେ ମୁକ୍ଲାଇ ଦେଇକରି, ଜିସୁକେ ମରନ୍ ଡଣ୍ଡ୍ ଦେବାକେ ଲକ୍ମନ୍କେ ପିଲାତର୍ ଲଗେ ଜାଇ ଦାବି କର୍ବାକେ ଉସ୍କାଇଲାଇ ।
ପିଲାତ୍ ଆରି ତରେକ୍ ଲକ୍ମନ୍କେ ପାଚାର୍ଲା, “ମୁଇ ଏ ଦୁଇ ଲକର୍ ବିତ୍ରେଅନି କାକେ ମୁକ୍ଲାଇ ଦେବି ବଲି ତମେ ମନ୍ କଲାସ୍ନି ?” ସେମନ୍ କଇଲାଇ, “ବାର୍ବାକେ ”
ମାତର୍ ମୁକିଅ ପୁଜାରିମନ୍ ଲକ୍ମନ୍କେ ଉସ୍କାଇ କରି, “ଜିସୁର୍ ବାଦୁଲେ ବାର୍ବାକେ ଆମର୍ପାଇ ବନ୍ଦି ଗରେଅନି ମୁକ୍ଲାଇବାକେ କୁଆ ।” ବଲି କଇଲାଇ ।
ମାତର୍ ଲକ୍ମନ୍ ଆଉଲିଅଇକରି କଇଲାଇ, “ନାଇ ଏ ଲକ୍କେ ନାଇ, ମାତର୍ ବାର୍ବାକେ ମୁକ୍ଲାଇ ଦିଆସ୍ ।” ଏ ବାରବ୍ବା ଗଟେକ୍ ଡାକୁ ଲକ୍ ରଇଲା ।
ଜିଉଦି ଆରି ଗିରିକ୍ ମନ୍ ମାପ୍ରୁକେ ଅଦିକ୍ ବିସ୍ବାସ୍ କରାଇବାକେ, ସବୁ ବିସ୍ରାମ୍ବାରେ ପାର୍ତନା ଗରେ ଆଲ୍ଚନା କର୍ତେ ରଇଲା ।