8 ଏଟା ଦେକିକରି ତାର୍ ସିସ୍ମନ୍ ରିସା ଅଇଗାଲାଇ । ସେମନ୍ ତାକେ ପାଚାର୍ଲାଇ, “ଏତେକ୍ପାରା ଚିକନ୍ କାଇକେ ଚୁଚାଇ ଚୁଚାଇ ଡାଲିପାକାଇଲୁସ୍ ?
ବିନ୍ ସିସ୍ମନ୍ ଜେଡେବେଲ୍ ଏ କାତା ସୁନ୍ଲାଇ, ସେ ଦୁଇ ବାଇର୍ ଲାଗି ବେସି ରିସା ଅଇଗାଲାଇ ।
ସିମନର୍ ଗରେ ସେ କାଇବାକେ ବସି ରଇଲା ବେଲେ, ଏଦେ ଦେକା ! ଗଟେକ୍ ମାଇଜି ଆଲାବାସ୍ଟା ନାଉଁର୍ ପାକ୍ନାସଙ୍ଗ୍ ତିଆର୍କଲା କଣ୍ଡିତେଇ ବେସି ଦାମର୍ ବାସ୍ନା ଚିକନ୍ ବର୍ତି କରି ଆନି ତାର୍ ମୁଣ୍ଡେ ଡାଲି ଦେଲା ।
ଏ ବାସ୍ନା ଚିକନ୍ ବିକ୍ଲେ ସରି, ବେସି ଡାବୁ ମିଲ୍ତା ଆରି ସେଟା ଗରିବ୍ ଲକ୍ମନ୍କେ ଦାନ୍ ଦେବାର୍ ଅଇତା ।”
ମାତର୍ ତେଇ ରଇବା କେତେକ୍ ଲକ୍ମନ୍ ରିସାଅଇ ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ, “ଏ ଚିକନ୍ କାଇକେ ବେକାର୍ ବେକାର୍ ନସ୍ଟ କରି ପାକାଇଲାନି ?