73 କେତେପର୍ ଗାଲାପଚେ ତେଇ ରଇଲା ଲକ୍ମନ୍ ପିତରର୍ ଲଗେ ଆସି କଇଲାଇ, “ବାଇଦରେ ତୁଇ ମିସା ସେମନର୍ ବିତ୍ରେଅନି ଗଟେକ୍ ଲକ୍ । ତର୍ କାତାବାର୍ତାଇଅନି ଏଟା ଜାନା ପଡିଗାଲାନି ।”
ପିତର୍ ଆରି ତରେକ୍ କଇଲା, “ମୁଇ ପର୍ମାନ୍ କରି କଇଲିନି, ସେ ଲକ୍କେ ନାଜାନି ।”
ପିତର୍ କଇଲା, “ମୁଇ ପର୍ମାନ୍ କରି କଇଲିନି, ମର୍ କାତା ସତ୍ ଆକା । ନଇଲେ ପର୍ମେସର୍ ମକେ ଡଣ୍ଡ୍ ଦେଅ । ସେ ଲକ୍କେ ମୁଇ ନାଜାନି ।” ସେଦାପ୍ରେ କୁକ୍ଡା ଡାକ୍ଲା ।
ମାତର୍ ପିତର୍ ଆରିତରେକ୍ କଇଲା, “ଏ କାତା ମୁଲ୍କେ ସତ୍ ନାଇ ।” ଆରି କେତେପର୍ ଗାଲା ପଚେ, ତେଇ ରଇଲା ଲକ୍ମନ୍ “ତୁଇ ସେମନର୍ ମାନ୍ଦାଇ ରଇଲୁସ୍ ଆକା, ତୁଇ ଗଟେକ୍ ଗାଲିଲି ଅନି ଆଇଲା ଲକ୍ ପାରା ଡିସ୍ଲୁସ୍ନି ।” ବଲି କଇଲାଇ ।
ସେମନର୍ ବୁଦିଗୁପିଗାଲା ଆରି କାବା ଅଇଜାଇ ପାଚାର୍ଲାଇ, “ଏନ୍ତାରି ବାସାଇ କାତା ଅଇବା ଲକ୍ମନ୍ ଗାଲିଲିଅନି ନଅତ୍ କି ?